Latest Odisha News

BREAKING NEWS

ବଲିଉଡର ମୋଷ୍ଟ ହମ୍ବଲ୍ ଆକ୍ଟ୍ରେସ୍ କିଏ ଜାଣନ୍ତୁ…

ମୁମ୍ବାଇ: ବଲିଉଡରେ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ କମ୍ ବୟସରୁ ହିଁ ବଡ଼ ସଫଳତା ହାସଲ କରିପାରିଛନ୍ତି । ସାଦଗୀ ଆଉ ସଫଳତାର କଥା କହିଲେ ସମସ୍ତଙ୍କ ମନରେ ବଲିଉଡର ଛୋଟେ ନବାବ ସୈଫଅଲ୍ଲୀ ଖାନଙ୍କ ଝିଅ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଚେହେରା ନଜରକୁ ଆସିଥାଏ । ଅତି ସାଧାରଣ…

ଦିନକୁ ଦିନ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ମଙ୍ଗଳବାର ଦିନ ହୀରାକୁଦ ଡ୍ୟାମର ଜଳସ୍ତର ସକାଳ ୯ଟା ସୁଦ୍ଧା ୬୧୫.୫୪ ଫୁଟକୁ ବୃଦ୍ଧି ପାଇଛି । ମିଳିଥିବା ସୂଚନାନୁଯାୟୀ ଏହି ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୮୦,୪୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ…

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ କୌଣସି ପ୍ରକାରର ତ୍ରୁଟି ଦେଖାଯିବା କାରଣରୁ ମଙ୍ଗଳବାର ସକାଳେ ଏହାକୁ ନାଗପୁର ବିମାନ ବନ୍ଦରରେ ଅବତୀର୍ଣ୍ଣ କରାଯାଇଛି । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ରହିଥିଲେ। ଜାତୀୟ ଗଣମାଧ୍ୟମ…

ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ବାଧାପ୍ରାପ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶାରେ ରେଳସେବା ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ପ୍ରବଳ ବର୍ଷା ଫଳରେ ବିଭିନ୍ନ ରେଲୱେ ଟ୍ରାକ୍ ଉପରେ ଜଳ ପ୍ରବାହିତ ହେଉଛି । ଯାହାଦ୍ୱାରା ସମ୍ବଲପୁର-ଦେଓଗାଁ,…

ଦିନ ୧ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୪ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ନୂଆପଡା, ବଲାଙ୍ଗିର, ବୋଦ୍ଧ, ସୋନପୁର,କନ୍ଧମାଳ,…

ଆଗାମୀ ୨ଦିନ ପ୍ରବଳ ବର୍ଷା, ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କୁ ସରକାରଙ୍କ ଆଲର୍ଟ ଜାରି

ଭୁବନେଶ୍ୱର: ପାଣିପାଗ ବିଭାଗର ସତର୍କ ସୂଚନାନୁଯାୟୀ ଅଗାମୀ ଦୁଇଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାଫଳରେ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଥିବା ଯୋଗୁଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ସୋମବାର ଦିନ ସତର୍କ ରହିବାକୁ…

ଓଡ଼ିଶାର ସୁବ୍ରତ ଦାସଙ୍କ ସମେତ ୨୦ଜଣଙ୍କୁ ‘ଜାତୀୟ ଯୁବ ପୁରସ୍କାର’

ନୂଆଦିଲ୍ଲୀ: ଓଡିଶାର ସୁବ୍ରତ କୁମାର ଦାସଙ୍କ ସମେତ ବିଭିନ୍ନ ରାଜ୍ୟର ମୋଟ ୨୦ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏବଂ ୩ଟି ସଙ୍ଗଠନକୁ ସାଙ୍ଗଠନିକ ଭାବେ ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ, ମାନବ ଅଧିକାର, ସକ୍ରିୟ ନାଗରିକତା ଆଦି ବିକାଶ ଓ ସମାଜ ସେବାର ବିଭିନ୍ନ କ୍ଷେତ୍ରରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୦୮-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୧୩ ରିଖ ମଙ୍ଗଳବାର କର୍କଟ ୨୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ଘ୧୦ଟା୧୬ ମିନିଟ୍…

ସ୍ପାଇସି ମସରୁମ

ଘରେ ପ୍ରସ୍ତୁତ କରନ୍ତୁ ସ୍ପାଇସି ମସରୁମ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ ମସରୁମ୍ – ୨୫୦ ଗ୍ରାମ, ତେଲ – ଆବଶ୍ୟକ ଅନୁସାରେ, ସୁଜି – ଏକ କପ୍, ଚାଉଳ ଗୁଣ୍ଡ – ୧/୪ କପ, ଛୋଟ କଟାଯାଇଥିବା ରସୁଣ – ୩ କୋଲା, ହଳଦୀ ପାଉଡର – ୧ ଚାମଚ, ଲାଲ ଲଙ୍କା…

ପୂର୍ବ ପ୍ରେମିକାକୁ ବ୍ଲାକମେଲ କରି ବନ୍ଧାହେଲା ଇଂଜିନିୟରିଂ ଛାତ୍ର

ଭୁବନେଶ୍ୱର: ପୂର୍ବ ପ୍ରେମିକାକୁ ବ୍ଲାକମେଲ କରିବା ଅଭିଯୋଗରେ ସୋମବାର ଦିନ କମିଶନରେଟ ପୋଲିସ ଏକ ଇଂଜିନିୟରିଂ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ଜଣକ ହେଉଛନ୍ତି ଦେବୀପ୍ରସାଦ ପତି(୨୦) । ସହରର ଏକ ସମ୍ମାନିତ କଲେଜର ସେ ଛାତ୍ର ଅଟନ୍ତି । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ…