Latest Odisha News

BREAKING NEWS

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି ।…

କଥାକୁହା ଫଟୋ: ମାଦଳର ତାଳେ ତାଳେ ବିଶ୍ୱ ଆଦିବାସୀ ଦିବସ ପାଳିତ…

ଭୁବନେଶ୍ୱର: ରାଜଧାନୀସ୍ଥିତ ‘କେଳୁଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ’ରେ ଶୁକ୍ରବାର ଦିନ ପାଳିତ ହୋଇଯାଇଛି ‘ବିଶ୍ୱ ଆଦିବାସୀ ଦିବସ’ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଦିବାସୀ ନୃତ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସମ୍ ହସ୍ପିଟାଲରେ ‘ଗ୍ରହଣ ଖଣ୍ଡିଆ’ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ବିଶେଷ ସୁଯୋଗ

ଭୁବନେଶ୍ୱର: ଶିଶୁ ମାନଙ୍କର ଓଠ ଏବଂ ପାଟିର ଉପରଭାଗ (ତାଳୁ)ରେ ଗ୍ରହଣ ଖଣ୍ଡିଆ ଥିଲେ ସେମାନଙ୍କୁ ସାଧାରଣ କରିବା ଲାଗି ଆସିଛି ଏକ ବଡ଼ ସୁଯୋଗ । ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭର୍ସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ସମ୍ ହସ୍ପିଟାଲରେ ‘ଫ୍ୟୁଚର୍ ଅଫ୍…

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର, ୧୪ରେ ଖୋଲିବ ଗେଟ୍

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଲାଗି ଆସନ୍ତା ସପ୍ତାହରେ ଗେଟ୍…

ଘଡଘଡି ସହ ବର୍ଷା ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କଟକ ଓ ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ,…

ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ନିର୍ବାଚିତ ହେଲେ ଓଡିଶା ସାଂସଦ

ନୂଆଦିଲ୍ଲୀ: ଲାଭଦାୟକ ଅଫିସର ସଂସଦୀୟ କମିଟି ସଦସ୍ୟ ଭାବେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ୟ ୪ ଜଣ ରାଜ୍ୟସଭା ସାଂସଦ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅନ୍ୟ ୪ ଜଣ ମନ୍ତ୍ରୀଙ୍କ ମଧ୍ୟରେ ମହେଶ ପୋଦାର (ବିଜେପି), କେ. କେଶବ ରାଓ…

ପୂରଣ ହେଲା ଓଡ଼ିଆଙ୍କ ସ୍ୱପ୍ନ: ‘ଓଡ଼ିଶା ଏଫସି’ ନାମରେ ଦଳ ଖେଳିବ ଇଣ୍ଡିଆନ ସୁପର୍ ଲିଗ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଚର୍ଚ୍ଚିତ ‘ଇଣ୍ଡିଆନ ସୁପର୍ ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଆସନ୍ତା ସିଜନରେ ଦିଲ୍ଲୀ ଡାଇନାମୋସ୍ ଦଳ ‘ଓଡ଼ିଶା ଏଫସି’ ନାମରେ ନାମିତ ହେବ ବୋଲି ଗୋଲ.କମ୍ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ଖବର ଜଣାପଡ଼ିବା ପରେ ଓଡ଼ିଶାର କ୍ରୀଡ଼ାପ୍ରେମୀ ମହଲରେ ଆନନ୍ଦର ଲହରୀ…

ୟୁରୋପୀୟ ଦୌଡକୁଦ ଲାଗି ଦୂତୀଙ୍କୁ ମିଳିଲା ଭିସା

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଧାବକ ଦୂତୀ ଚାନ୍ଦ ଆସନ୍ତା ଅଗଷ୍ଟ ୧୩ ଓ ୧୯ ତାରିଖରେ ଆର‌୍ୟଲାଣ୍ଡ ଓ ଜର୍ମାନୀରେ ହେବାକୁ ଥିବା ଆଇଆଇଏଫ୍ ଟୁର୍ଣ୍ଣାମେଣ୍ଟ ଲାଗି ଭିସା ଆବେଦନ କରିଥିବାବେଳେ ପରିଶେଷରେ ତାଙ୍କୁ ଶନିବାର ଦିନ ଭିସା ପ୍ରଦାନ କରାଯାଇଛି । ଗତ କିଛି ଦିନ ପୂର୍ବରୁ ଓଡିଆ ଧାବିକା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା: ଆଇଏମଡି

ଭୁବନେଶ୍ୱର : ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ଆକଳନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଜଣେ ଅଧିକାରୀ ମଦନ ମୋହନ ଦାସ କହିଛନ୍ତି, ଶନିବାର ଦିନ…

ରାଜଧାନୀରୁ ବ୍ରାଉନସୁଗାର ଜବତ ଘଟଣାରେ ୪ ଅଟକ

ଭୁବନେଶ୍ବର : ରାଜଧାନୀରେ ବ୍ରାଉନସୁଗାର ସ୍ମଗଲିଂ ଅଭିଯୋଗରେ ଶନିବାର ଦିନ ଘଟଣାରେ ସମ୍ପୃକ୍ତି ନେଇ କ୍ୱିକ୍ ଆକ୍ସନ୍ ଟିମ୍ (କ୍ୱାଟ୍) ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥ ମହାପାତ୍ର, ଗୁଣନିଧି ବାରିକ, ତୈଦୁର, ପରେଶ ସେଠୀ। ସେମାନଙ୍କ ଠାରୁ ପାଖାପାଖି ୨୪.୬…