Latest Odisha News

BREAKING NEWS

ଋଷ ଦେବ ପ୍ରଥମ କରୋନା ଟିକା, ଅଗଷ୍ଟ ୧୦ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା

ମସ୍କୋ: କରୋନା ସଂକଟ ଭିତରେ ଭଲ ଖବର । ଟିକା ନେଇ ନୂଆ ଆଶା ଦେଖାଇଛି ଋଷ୍ । ଦୁଇ ସପ୍ତାହରୁ କମ୍ ସମୟ ଭିତରେ ଦୁନିଆର ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ଦେବା ନେଇ ସୂଚନା ମିଳିଛି । ବିଶ୍ୱରେ ପ୍ରଥମ ଦେଶ ଭାବରେ କରୋନା ଭ୍ୟାକସିନକୁ ମଞ୍ଜୁରୀ ଦେବ ଋଷିଆ । ଏଥିପାଇଁ ପ୍ରସ୍ତୁତି ସରିଥିବା…

[ଦେଖନ୍ତୁ ଭିଡ଼ିଓ]: ଲଗାଣ ବର୍ଷା ପରେ ଉତ୍ତରାଖଣ୍ଡରେ ଭୁସ୍ଖଳନ

ଉତ୍ତରାଖଣ୍ଡ: ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆ ସ୍ଥିତ ବଦ୍ରିନାଥ ଜାତୀୟ ରାଜପଥରେ ଏକ ଭୂସ୍ଖଳନ ହୋଇଛି। ମାଟି ଧସେଇ ପଡ଼ିଥିବାରୁ ଜାତୀୟ ରାଜପଥର ଏକାଧିକ ସ୍ଥାନକୁ ଅବରୋଧ କରାଯାଇଛି। ରାସ୍ତା ସଫେଇ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି । ଦେଖନ୍ତୁ ଭିଡ଼ିଓ:…

ଜୁଲାଇ ୩୧ ଯାଏଁ ବୌଦ୍ଧ ଜିଲ୍ଲା ସଟଡାଉନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ଆଗାମୀ ଜୁଲାଇ ୩୧ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ସଟଡାଉନ୍…

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ…

କନ୍ଧମାଳରେ ଲାଗୁ ହେଲା ୧୦ ଦିନିଆ ଲକଡାଉନ

କନ୍ଧମାଳ: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ କାନ୍ଧମାଲ ଜିଲ୍ଲାକୁ ଆଗାମୀ ୧୦ ଦିନ ଯାଏଁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋରୋନା…

ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା... ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର…

ବୁଦାରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଖପୁରିଆପଦା ପଞ୍ଚାୟତ ବାଲିପଶି ଗାଁ ନିକଟସ୍ଥ ଏକ ବାଉଁଶ ବୁଦାରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ହେଉଛି ବାଲିପଶି ଗାଁର ଶରତ ଚନ୍ଦ୍ର ଧଳ । କିଛିଦିନ ହେବ ଶରତ ଘରୁ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକ…

କରୋନାକୁ ମାତ ଦେଲେ ଶତାୟୁ ବୃଦ୍ଧ

ଚେନ୍ନାଇ: ହାରିଲା କରୋନା । ମହାମାରୀ ସହ ଲଢ଼େଇରେ ଜିତିଲେ ୧୦୩ ବର୍ଷର ବୃଦ୍ଧ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତାମିଲନାଡୁର ତିନ୍ଦିଗୁଲ୍ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧ କରୋନା ସଂକ୍ରମିତ ହୋଇଥିଲେ । ଏବେ ସେ ଚିନ୍ଦିଗୁଲ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ବୃଦ୍ଧଙ୍କ ଘର ତିନ୍ଦିଗୁଲ…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ…