ପ୍ରତିଶ୍ରୁତି ରକ୍ଷାକଲେ ନବୀନ, ବିଜେପୁର ଲାଗି ମଞ୍ଜୁର ହେଲା ଆଇଟିଆଇ
ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନରେ ପ୍ରତିଦ୍ୱନ୍ଦିତା କରି ବିପୁଳ ବିଜୟ ହାସଲ କରିଥିଲେ । ପରେ ସେ ଏହି ଆସନଟିକୁ ଜୁଲାଇ ୨ ତାରିଖରେ ଛାଡ଼ିଦେଇଥିଲେ । ବିଜେପୁରର ସ୍ଥାନୀୟ ବାସିନ୍ଦା ତଥା ଯୁବବର୍ଗଙ୍କ ବୈଷୟିକ ଶିକ୍ଷାର…