ରୋଜଗାର ହରାଇଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ ସରକାର: ସୋନିଆ
ନୂଆଦିଲ୍ଲୀ: କରୋନା ସଂକଟ ଉପରେ ଆଜି ଭିଡିଓ କନଫରେନ୍ସିଂରେ କଂଗ୍ରେସ ୱାର୍କିଂ କମିଟର ବୈଠକ ହୋଇଛି । ଏଥିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲକଡାଉନ ସମୟରେ ବେକାର ଥିବା ଲୋକ ତଥା ଚାକିରୀ ହରାଇଥିବା ଲୋକଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି ।
ସେ କହିଛନ୍ତି ଯେ, ସରକାର…