ଶ୍ରୀଲଙ୍କାର ସେମିଫାଇନାଲ୍ ଆଶା ପୂରଣ କରିପାରିବେ ମାଲିଙ୍ଗା !
ଲଣ୍ଡନ: ବିଶ୍ୱକପରେ ତିଷ୍ଠି ରହିବା ଏବଂ ସେମିଫାଇନାଲ୍ ଆଶା ଉଜ୍ଜିବୀତ କରିବାକୁ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଆଜି ଶ୍ରୀଲଙ୍କାକୁ ଜିତିବାକୁ ପଡ଼ିବ । ବିଶ୍ୱକପ ସେମିଫାଇନାଲରୁ ବାଦ୍ ପଡ଼ି ସାରିଥିବା ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲ୍ ଯିବା ଆଶା ରଖିଛି ଶ୍ରୀଲଙ୍କା ।…