Latest Odisha News

BREAKING NEWS

ଉତ୍କଳ ଦିବସରେ ଓଡିଆଙ୍କୁ କ’ଣ କହିଲେ ସାରା ଅଲ୍ଲୀ ଖାନ୍‌ ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଟୌଦୀ ଖାନଦାନର ଲାଡ୍‌ଲି ସାରା ଅଲ୍ଲି ଖାନ୍ । ନିଆରା ଅନ୍ଦାଜରେ ଅଭିନେତ୍ରୀ ସାରା ଓଡିଆ ଫ୍ୟାନମାନଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇଛନ୍ତି । View this post on Instagram…

ଖୋଜା ଚାଲିଛି ଓଡିଶାର ୫ମ କରୋନା ରୋଗୀଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କୋଭିଡ-୧୯ ରୋଗୀଙ୍କ ଯାତ୍ରା ଇତିହାସ ତଥା ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଓଡିଶା ସରକାର ଅନୁସନ୍ଧାନ କରୁଛନ୍ତି। ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ଏମ୍ସରେ…

କୋଭିଡ-୧୯ ଲକଡାଉନ; ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ଭୁବନେଶ୍ୱରର ରାମ ମନ୍ଦିର

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ଯୋଗୁଁ ଗୁରୁବାର ଦିନ ରାମ ନବମୀ ଅବସରରେ ଭକ୍ତଙ୍କ ପାଇଁ ବନ୍ଦ ରହିଛି ସହରରେ ଥିବା ରାମ ମନ୍ଦିର । ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ସେବାୟତମାନେ ମନ୍ଦିରର ସମସ୍ତ ଫାଟକ ବନ୍ଦ କରିଦେଇଥିଲେ । ଏପରିକି ମନ୍ଦିର…

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ କଡା ନିର୍ଦ୍ଦେଶ: ଲକ୍‌ଡାଉନ ନିୟମ ନ ମାନିଲେ ଗୁଳି କର

ମାନିଲା: କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତ ଦେଶ ଏବେ ଲାଗି ପଡିଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଫିଲିପାଇନ୍ସରେ ଏହି ନିୟମକୁ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ପାଇଁ ରାଷ୍ଟ୍ରପତି ରୋଡ୍ରିଗ୍ୟୁ ଦୁତେର୍ତ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁମାନେ ଏଥର ଲକଡାଉନ…

କୋଭିଡ୍‌-୧୯: ଲକ୍‌ଡାଉନ୍ ସଫଳ କରିବା ଲାଗି ଧର୍ମେନ୍ଦ୍ରଙ୍କ ଆହ୍ୱାନ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ୨୧ ଦିନ ଲାଗି ସାରା ଦେଶରେ ପାଳିତ ହେଉଥିବା ଲକ୍‌ଡାଉନକୁ ଜନସାଧାରଣ ସମ୍ପୂର୍ଣ୍ଣ ସଫଳ କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ, କେମିକାଲ୍ସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି । “ସାମାଜିକ ସୁସ୍ଥତା ବଜାୟ ରଖିବା…

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ…

ଡକ୍ୱୱର୍ଥ ଲୁଇସ ନିୟମ ତିଆରି କରିଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ଦେହାନ୍ତ

ନୂଆଦିଲ୍ଲୀ: କ୍ରିକେଟ ଜଗତକୁ ଡକ୍ୱୱର୍ଥ ଲୁଇସ ନିୟମ ନେଇଥିବା ଗଣିତଜ୍ଞ ଟୋନି ଲୁଇସଙ୍କ ୭୮ ବର୍ଷରେ ପରଲୋକ ହୋଇଯାଇଛି । ଫ୍ରାଙ୍କ ଡକ୍ୱୱର୍ଥ ଓ ଲୁଇସ ମିଳିତ ଭାବେ ୧୯୯୨ରେ ଏହି ଫର୍ମୁଲା ତିଆରି କରିଥିଲେ । ଆଇସିସି ୧୯୯୯ ବିଶ୍ୱକପରେ ଏହି ନିୟମକୁ ବିଧିବଦ୍ଧ ଭାବେ ଆପଣାଇଥିଲା । ଟୋନି ଏବଂ…

ଭଗବାନ ରାମଙ୍କ ଜୀବନୀରୁ ଶିଖନ୍ତୁ ଏହି ୫ଟି କଥା, ସବୁ କ୍ଷେତ୍ରରେ ମିଳିବ ସଫଳତା !

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି । ଦଶରଥ ନନ୍ଦନ ଭଗବାନ ଶ୍ରୀରାମଙ୍କୁ କିଏବା ନଜାଣେ । ପ୍ରାୟ…

କରୋନା ଯୋଗୁ ଟୁରିଜିମ୍ ଇଣ୍ଡଷ୍ଟ୍ରି୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ

ନୂଆଦିଲ୍ଲୀ:କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ଚଳିତବର୍ଷ ଟୁରିଜିମ୍ ଇଣ୍ଡଷ୍ଟ୍ରି ୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି । ଅଟୋ ସେକ୍ଟରରେ ଚୀନରୁ ୬୦ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ ହୋଇପାରିବ ନାହିଁ । ଏହା ଦ୍ୱାରା କମ୍ପାନୀଗୁଡିକ ବିଶେଷ…

ଲକଡାଉନ୍ ନିୟମ ଭାଙ୍ଗି ଭୁବନେଶ୍ୱରରେ ୧୩୩୯ଟି ଗାଡି ଜବତ

ଭୁବନେଶ୍ୱର: କୋଭିଡ-୧୯ର ମୁକାବିଲା ଲାଗି ସବୁଠି ଲକଡାଉନ୍ ଜାରି ରହିଥିବା ବେଳେ ବିନା ପାସରେ ରାସ୍ତାରେ ବୁଲୁଥିବା ଲୋକଙ୍କୁ ସାବାଡ୍ କରୁଛି କମିଶନରେଟ୍ ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗି ଟ୍ୱିଟ କରି କହିଛନ୍ତି ଯେ ଲକଡାଉନ୍ ନିୟମ ଭାଙ୍ଗିବା ଅଭିଯୋଗରେ ବୁଧବାର ଦିନ ୪୯୩ଟି…