Latest Odisha News

BREAKING NEWS

ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ପୋଲିସ ଡିଜି

ଭୁବନେଶ୍ୱର: ହୋମ କ୍ୱାରେଣ୍ଟାଇନ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଆଜି କରୋନା ଅପଡେଟ୍ ସାମ୍ବାଦିକ ସମ୍ମିଳନୀରେ ଏଭଳି କଡା ଚେତବାନୀ ଦେଇଛନ୍ତି ପୋଲିସ ଡିଜି ଅଭୟ । ସେ କହିଛନ୍ତି, ଯଦି କେହି ୧୪ ଦିନ ଘରେ ନରହି ନିୟମ ଉଲ୍ଲଂଘନ କରନ୍ତି ତେବେ ପୋଲିସ ସେମାନଙ୍କ ବିରୋଧରେ କାଡା…

କୋଭିଡ-୧୯ ସଂକ୍ରମଣ: ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା

ଭୁବନେଶ୍ୱର: ବୟସ୍କ ନାଗରିକଙ୍କ ପ୍ରତି କୋଭିଡ-୧୯ ସଂକ୍ରମଣର ଅଧିକ ଭୟ ରହିଛି । କାରଣ ସେମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଏବଂ ଶାରୀରିକ କ୍ଷମତା କମ ହୋଇଥାଏ । ଏହା ବ୍ୟତୀତ ଅଧିକାଂଶ ବରିଷ୍ଠ ନାଗରିକ ମଧୁମେହ, ଉଚ୍ଚ ରକ୍ତଚାପ, ଜଟିଳ କିଡନୀ ରୋଗ ଏବଂ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ…

ଶିଶୁର ଶ୍ୱାସନଳୀରୁ ବାହାରିଲା ହୁଇସିଲ୍‌; ସମ୍ ଅଲ୍ଟିମେଟ୍ ମେଡି କେୟାରରେ ବିରଳ ଅସ୍ତ୍ରୋପଚାର !

ଭୁବନେଶ୍ୱର, ମାର୍ଚ୍ଚ୩୦: ୪ବର୍ଷର ଝିଅର ଶ୍ୱାସନଳୀରେ ଅଟକି ରହିଥିଲା ହୁଇସିଲ୍ । ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲର ଡାକ୍ତରୀ ଦଳ । ସୋନପୁରର ମିନୁ ମିଶ୍ର ନାମକ ଜଣେ ଶିଶୁ କନ୍ୟାଟି ହୁଇସିଲ ସହ ଖେଳୁଥିବାବେଳେ ଭୁଲରେ ଏହାକୁ…

ଲକଡାଉନ: ଡ୍ୟୁଟିରେ ଯୋଗ ଦେବା ପାଇଁ ୪୫୦ କିମି ଚାଲିଲେ କନେଷ୍ଟବଳ

ରାଜଗଡ: ମଧ୍ୟ ପ୍ରଦେଶର ୨୨ ବର୍ଷୀୟ କନେଷ୍ଟବଳ ଡ୍ୟୁଟିରେ ଯୋଗ ଦେବା ପାଇଁ ପାଖାପାଖି ୨୦ ଘଣ୍ଟା ଚାଲିଛନ୍ତି । କନେଷ୍ଟବଳ ଦିଗବିଜୟ ଶର୍ମାଙ୍କ ଘର ଉତ୍ତର ପ୍ରଦେଶରେ ଏବଂ ସେ ପାଖାପାଖି ୪୫୦ କିମି ଚାଲି ଚାଲି ମଧ୍ୟ ପ୍ରଦେଶର ରାଜଗଡରେ ପହଞ୍ଚିଛନ୍ତି । ତାଙ୍କ ବରିଷ୍ଠ ଅଧିକାରୀଙ୍କ ମନା କରିବା…

କରୋନା: ଔଷଧ ଓ ଚିକିତ୍ସା ଉପକରଣ ଯୋଗାଣ ପାଇଁ କାର୍ଗୋ ବିମାନ ଉଡାଣକୁ ଅନୁମତି

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଂଚଳକୁ ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଂଚାଇବା ନିମନ୍ତେ କାର୍ଗୋ ବିମାନ ଚଳାଚଳକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

ଆସନ୍ତୁ ଜାଣିବା କରୋନା ଯୋଗୁଁ ଜେଲରେ କାହା ନିଦ ହଜିଛି

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ହେବା ଭୟରେ ଆତ୍ମଘୋଷିତ ଗଡମ୍ୟାନ ଆଶାରାମ ବାପୁଙ୍କ ନିଦ ହଜିଛି । ସେ ଏବେ ଯୋଧପୁରର ସେଂଟ୍ରାଲ ଜେଲରେ ଥିବାରୁ ଅନ୍ୟ କଏଦୀଙ୍କ ଦ୍ୱାରା ସେ ସଂକ୍ରମିତ ହେବେ ବୋଲି ଭୟ କରିଛନ୍ତି । ସବୁଠାରୁ ବଡ କଥା ତାଙ୍କ ସମର୍ଥନରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ…

କରୋନାଭାଇରସ: ଦେଶରେ ୨୪ ଘଣ୍ଟାରେ ୪ ମୃତ, ୯୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ ୯୨ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୪ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୋମବାର ଦିନ ସୂଚନା ଦେଇଛନ୍ତି । 92 new cases of #COVID19 & four deaths…

ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କର: ହାଇକୋର୍ଟ

କଟକ: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ରେ ଅଭିଜ୍ଞ ଡାକ୍ତର ନିୟୋଜିତ କରିବାକୁ ହାଇକୋର୍ଟ ଙ୍କ ନିର୍ଦ୍ଧେଶ। କୋରନା ରୋଗୀ ଙ୍କୁ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ଡିଏମଇଟି ଙ୍କୁ…

ଗୋଟିଏ ପରିବାରରୁ ୧୩ କରୋନା ପଜିଟିଭ୍‌, ୩୫ ଜଣଙ୍କ ରିପୋର୍ଟ ବାକି

ଉତ୍ତରପ୍ରଦେଶ: କରୋନା ଭାଇରସ କେତେ ସାଂଘାତିକ, ମେରଠରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ଗୋଟିଏ ପରିବାରର ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ପରେ ୧୧ ଜଣଙ୍କ ନମୁନା ରିପୋର୍ଟରୁ ୮ ଜଣଙ୍କର ପଜିଟିଭ ଆସିଛି । କୁହାଯାଉଛି ଆଗକୁ ସଂକ୍ରମିତଙ୍କ ସଂଖ୍ୟା…

ମହାରାଷ୍ଟ୍ରରେ ବଢୁଛି କରୋନା; ସଂକ୍ରମିତ ହେଲେ ଗୋଟିଏ ପରିବାରର ୨୫ ସଦସ୍ୟ

ସାଙ୍ଗଲି: ମହାରାଷ୍ଟ୍ରର ସାଙ୍ଗଲିର ଏକ ପରିବାରର ୨୫ ଜଣ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଅବରୁଦ୍ଧ ହୋଇ ଗୋଟିଏ ଘରେ ୨୫ ଜଣ ସଦସ୍ୟ ରହୁଥିବାରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିଛି ବୋଲି ଜଣେ ଅଧିକାରୀ କହିଛନ୍ତି । ପ୍ରାରମ୍ଭରେ ୪ଜଣ ପରିବାର ସଦସ୍ୟ ମାର୍ଚ୍ଚ ୨୩ରେ ସାଉଦି ଆରବରୁ…