Latest Odisha News

BREAKING NEWS

କରୋନା ମୁକାବିଲା; ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ IPRS !

ମୁମ୍ବାଇ: ଇଣ୍ଡିଆନ୍ ପରଫର୍ମିଂ ରାଇଟ୍ ସୋସାଇଟି (IPRS), ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ । ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ହେବା ପରଠୁ ହଜାରହଜାର କଳାକାର ବିନା କାମ ଓ ପଇସାରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି । ସାରା ଦେଶରେ ଥିବା…

ମାଗଣାରେ ଚିକିତ୍ସା ପାଇବେ କରୋନା ସଂକ୍ରମିତ ବ୍ୟକ୍ତି: ବାଗଚୀ

ଭୁବନେଶ୍ୱର: ମାଗଣାରେ ଚିକିତ୍ସ ପାଇବେ କରୋନା ସଂକ୍ରମିତ ବ୍ୟକ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।…

କୋଭିଡ୍‌-୧୯ର ସଚେତନତା ସହ ମାସ୍କ ତିଆରି କଲେ ଲାଞ୍ଜିଗଡ଼ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଲାଞ୍ଜିଗଡ଼: ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶ ତଥା ରାଜ୍ୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ଦ୍ୱାରା ସ୍ଥାନୀୟ ଅଞ୍ଚଳ ତଥା ନିଜର କର୍ମଚାରୀଙ୍କ ସ୍ୱାସ୍ଥ୍ୟରକ୍ଷା ଏବଂ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି ।…

ଟୋକିଓ ଅଲମ୍ପିକ ଖେଳ ପାଇଁ ନୂଆ ତାରିଖ ଘୋଷଣା

ଟୋକିଓ: କରୋନାଭାଇରସ ମହାମାରୀକୁ ନଜରରେ ରଖି ଟୋକିଓ ୨୦୨୦ ଅଲମ୍ପିକ ଖେଳକୁ ୨୩ ଜୁଲାଇ, ୨୦୨୧ରୁ ୮ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ଆୟୋଜନ କରାଯିବାର ଘୋଷଣା କରାଯାଇଛି । ସେହିଭଳି ପାରାଲମ୍ପିକ ୨୪ ଅଗଷ୍ଟରୁ ୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଆୟାଜନ କରାଯିବ । ଟୋକିଓ ଆୟାଜନ ସମିତିର ଅଧ୍ୟକ୍ଷ…

ଜାଣନ୍ତୁ; ଓଡ଼ିଶା ଲାଗି ଆଜିର କରୋନା ଅପଡ଼େଟ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ଓଡ଼ିଶା ସରକାର ପଠାଇଥିବା ୩୭୦ଟିର ଯାଞ୍ଚ ରିପୋର୍ଟ ସୋମବାର ଦିନ ପାଇଛନ୍ତି । ଏଥିରେ ଥିବା ସମସ୍ତ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି କହିଛନ୍ତି । ଏପର୍ଯ୍ୟନ୍ତ ପୂର୍ବ ପରି…

ପିଏମ୍ କେୟାରସ୍ ଫଣ୍ଡ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୫୦୦ କୋଟି ଟଙ୍କାର ସହାୟତା ଘୋଷଣା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । ଏହି ୫୦୦ କୋଟି…

କରୋନା ଆତଙ୍କ: ଚତୁର୍ଥଥର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଇନଷ୍ଟାଗ୍ରାମରେ କ’ଣ କହିଲେ କନିକା କପୁର !

ଲକ୍ଷ୍ନୌ: ଚତୁର୍ଥଥର ଲାଗି କରୋନା ଭୂତାଣୁ ଜନିତ ଟେଷ୍ଟିଂ ପଜିଟିଭ୍ ଚିହ୍ନଟ ହେବା ପରେ ଇନଷ୍ଟାଗ୍ରାମରେ ଗାୟିକା କନିକା କପୁର ଭାବବିଭ୍ୱଳ ହୋଇ ଏକ ପୋଷ୍ଟିଂ ଶେୟାର୍ କରିଛନ୍ତି । ସେ ଛଳଛଳ ହୋଇ ଲେଖିଛନ୍ତି ଯେ, ସେ ଏବେ ଘରକୁ ଯାଇ ନିଜ ପରିବାର ଓ ପିଲାମାନଙ୍କୁ ଟିକେ ଦେଖିବାକୁ ଚାହାନ୍ତି ।…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

କୋଭିଡ୍‌-୧୯: ଦେଶସାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: ଦେଶରେ କରୋନା ଭୂତାଣୁ ସଂକ୍ରମଣ ତଥା ୨୧ ଦିନିଆ ତାଲାବନ୍ଦ ସତ୍ତ୍ୱେ ଦେଶସାରା ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ ଦେଶସାରା କରିବାକୁ ନିଶ୍ଚିତ କରିଛି । ଭାରତୀୟ ରେଳପଥ,…

କୋଭିଡ୍‌-୧୯: ଭୁବନେଶ୍ୱରରେ ଜବତ ହେଲା ବିପୁଳ ପରିମାଣର ନକଲି ସାନିଟାଇଜର୍

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଅଞ୍ଚଳରୁ ଡ୍ରଗ୍ କଣ୍ଟ୍ରୋଲ୍ ଅଧିକାରୀମାନେ ସୋମବାର ଦିନ ବିପୁଳ ପରିମାଣର ନକଲି ସାନିଟାଇଜର୍ ଜବତ କରିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିନା ଲାଇସେନ୍ସରେ ନକଲି ହ୍ୟାଣ୍ଡୱାସ ତିଆରି କରାଯାଉଥିଲା । ଏହି ର‌୍ୟାକେଟରେ ସଂପୃକ୍ତ…