ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା
ପୁରୀ: ୟେସ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବକେୟା ଜମା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟରେ ଜମା ହୋଇଛି । ସୁଧ ମୂଳ ସହ ମାଚ୍ୟୁରିଟି ପରେ ଫେରିଛି ଟଙ୍କା । ସେହି ଟଙ୍କାକୁ ୬.୦୫ ପ୍ରତିଶତ ସୁଧହାରରେ ବ୍ୟାଙ୍କ ଅଫ୍ ବରୋଦାରେ…