Latest Odisha News

BREAKING NEWS

କରୋନା ଭୟ: ଭୁବନେଶ୍ୱରରେ ଘରେ ଗ୍ରୋସରୀ ପହଞ୍ଚାଇବା ପାଇଁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଭୟରେ ଲକ୍ ଡାଉନ ଘୋଷଣା ଯୋଗୁଁ ଘରୁ ବାହାରିବା ଏକ ରକମ ବନ୍ଦ । ଗ୍ରୋସରୀ, ପରିବା ଓ ଫଳ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଗ୍ରାହକ ସେଠାରେ ଭିଡ ଜମାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌,…

ଆରଏମଆରସି ପରେ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଲା କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡ଼ିଶାରେ ପୂର୍ବରୁ ଆରଏମଆରସିଠାରେ କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା ରହିଥିବା ବେଳେ ଏବେ ପ୍ରଥମ ଘରୋଇ ଲାବୋରେଟୋରୀ ଭାବେ ଆପୋଲୋ ହସ୍ପିଟାଲରେ ମଧ୍ୟ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ । ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ…

ତୃତୀୟ କରୋନା ପଜିଟିଭ: ସଂସ୍ପର୍ଶରେ ଆସିଥିବା କର କ୍ଲିନିକର ଡାକ୍ତର ଓ ଷ୍ଟାଫଙ୍କୁ ଏକାନ୍ତବାସ ନିର୍ଦ୍ଦେଶ

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱର କର କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ତାଙ୍କ ଚିକିତ୍ସାରେ ସଂପୃକ୍ତ…

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି । କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ…

ରାଜ୍ୟରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ପରେ କର କ୍ଲିନିକ ଯିବା ଉପରେ କଟକଣା ଜାରି

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ତାଙ୍କ ସମ୍ପର୍କରେ ଆସିଥିବାରୁ ଭୁବନେଶ୍ୱରର କର କ୍ଲିନିକର ଆଉଟ୍ -ପେସେଣ୍ଟ ଓ ଇନ-ପେସେଣ୍ଟ ଚିକିତ୍ସା ପାଇଁ ନ ଯିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଏଥି ସହିତ ସରକାରଙ୍କ…

ଭୁବନେଶ୍ୱରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱରର ବାସିନ୍ଦା ବୋଲି ଜଣାପଡିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୬୦ ବର୍ଷର ବୃଦ୍ଧ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କ…

୫ ଜଣ ଅସହାୟ ଗରିବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ନିବେଦନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୂବନେଶ୍ୱର, ତା.୨୬/୦୩: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ଜଟିଳ ସମୟରେ ଭାରତୀୟ…

ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ: ବାଗଚୀ

ଭୁବନେଶ୍ୱର: ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ । ଏମାନେ ଅନ୍ୟ ରାଜ୍ୟରୁ ଲକ ଡାଉନ ହେବା ପୂବରୁ ଫେରି ଆସିଛନ୍ତି । ଏ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ଦରକାର । ଏହା ନହେଲେ କରୋନା ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ବିଦେଶ…

ଲକ୍‌-ଡାଉନ୍ କୋହଳ: ଚଳାଚଳ କରିବ ପଣ୍ୟବାହୀ ଟ୍ରକ୍‌, ଖୋଲା ରହିବ ଢାବା

ଭୁବନେଶ୍ୱର: ଲକ୍‌-ଡାଉନରେ ଜାତୀୟ ତଥା ରାଜ୍ୟ ରାଜପଥ ପାଖ ଢାବା, ଗ୍ୟାରେଜ ଓ ସ୍ପେୟାର ପାର୍ଟସ ଦୋକାନ ଖୋଲା ରହିବ । ସେହିପରି ପଣ୍ୟବାହୀ ଯାନ ଅବାଧରେ ଚଳାଚଳ କରିବାକୁ ଓଡିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏକ ଚିଠି ଜରିଆରେ ନିର୍ଦ୍ଦେଶନାମା ଜାରି…

କରୋନା ଲଢେଇରେ ସୁଶ୍ରୀ ନିରୁପମା: ମାଗଣାରେ ବାଣ୍ଟି ଚାଲିଛନ୍ତି ମାସ୍କ !

ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି  ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ…