ଭାରତ ଲକଡାଉନ: ନିଜକୁ ତାଲା ପକାଇବାକୁ ବାଲୁକା ଶିଳ୍ପରେ ସୁଦର୍ଶନ ପଟ୍ଟନାୟକଙ୍କ ବାର୍ତ୍ତା
ପୁରୀ: ସମ୍ଭବ୍ୟ କରୋନା ଭୂତାଣୁର ସଂକ୍ରମଣରେ ଅଙ୍କୁଶ ଲଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ୨୧ ଦିନ ଯାଏଁ ଲକଡାଉନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଭୂତାଣୁକୁ ମୁକାବିଲା କରିବା ନିମନ୍ତେ ଏହାର ସଂସ୍ପର୍ଶରେ ନଆସିବା ନିମନ୍ତେ ସରକାର ଏପରି ନିଷ୍ପତ୍ତି…