Latest Odisha News

BREAKING NEWS

ଜାଣନ୍ତୁ, ମନ୍ତ୍ରୀମଣ୍ଡଳରୁ ବାଦ ପଡିବା ପରେ କ’ଣ କହିଲେ ଜୁଏଲ୍

ନୂଆଦିଲ୍ଲୀ : ମୋଦିଙ୍କ କ୍ୟାବିନେଟରୁ ବାଦ ପଡିବା ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି ଯେ ଏନେଇ ମୁଁ ଆଶ୍ଚର୍ଯ୍ୟଚକିତ ନୁହେଁ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି,…

ନୟାଗଡ ହାତୀ ମୃତ୍ୟୁ ଘଟଣା: ନିଲମ୍ବିତ ହେଲେ ୨ ବନ କର୍ମଚାରୀ

ନୟାଗଡ : ବନଖଣ୍ଡ ଅଧିକାରୀ (ଡିଏଫଓ) ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ନୟାଗଡ ଜିଲ୍ଲା ପଞ୍ଚରିଡା ରେଞ୍ଜରେ ମୁତୟନ ହୋଇଥିବା ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତଙ୍କ ମଧ୍ୟରେ ଫରେଷ୍ଟର କୈଳାଶ ପ୍ରଧାନ ଓ ଫରେଷ୍ଟ ଗାର୍ଡ ବିଶ୍ୱଜିତ ସାମନ୍ତରା ରହିଛନ୍ତି…

ଧର୍ମେନ୍ଦ୍ରଙ୍କୁ ପୁଣି ମିଳିଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଜାଣନ୍ତୁ କିଏ ନେଲେ କେଉଁ ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିଛି । ସେ ପୂର୍ବରୁ ଯେଉଁ ବିଭାଗରେ ରହିଥିଲେ ସେହି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ । ସବୁଠାରୁ ବଡ଼କଥା ହେଲା…

ଓଢଣା

ଓଢଣା ସଂଘମିତ୍ରା ରଥ ୟେ କଣ, ଶାଶୁ ଉଠିପଡ଼ି ସକାଳୁ କାମରେ ଲାଗିଗଲେଣି। ପ୍ରଥମାଷ୍ଟମୀ ବୋଲି ସକାଳୁ ଉଠିବ ବୋଲି ଆଲାର୍ମ ଦେଇ ଶୋଇଥିଲା ରିନି। କିନ୍ତୁ ତା ପୂର୍ବରୁ ଉଠି ପଡିଲେଣି ଶାଶୁ। ଏଣ୍ଡୁରୀ ପିଠା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ତରତର ହେଇ ଗାଧୁଆ ଘର ଭିତରକୁ ପଶିଗଲା ରିନି।…

ବିଚିତ୍ର ବିଶ୍ୱାଳଙ୍କ ଗଳ୍ପ ସଂକଳନ ‘ମୁଠାଏ ଅଙ୍ଗାର’

ବିଚିତ୍ର ବିଶ୍ୱାଳଙ୍କ ଗଳ୍ପ ସଂକଳନ 'ମୁଠାଏ ଅଙ୍ଗାର' ରାଜଲକ୍ଷ୍ମୀ ସାମଲ କିଏ କହିଲା ଏ ବହି ଖଣ୍ଡେ! ସତରେ ରଡନିଆଁର ଅଙ୍ଗାର ପରି ଡହଡହ ଏ ବହିଟିର ପ୍ରତ୍ୟେକ କାହାଣୀଃ ପ୍ରତିଟି କାହାଣୀ ସରିଲା ପରେ ଲାଗେ ଦଲକାଏ ନିଆଁଧାସ ମୁହଁରେ ବାଜିଲା ପରିଃ ପ୍ରତ୍ୟେକଟି ଚରିତ୍ର ଜୀବନ୍ତଃ ଏଇ ଏଇ…

ନବନିଯୁକ୍ତ ଓଡିଶାର ୨ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ମୋଦିଙ୍କ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଓଡିଶାର ୨ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍…

ହାରଜିତ୍

ହାରଜିତ୍ ନବଜ୍ୟୋତି ରାୟ ବାଜିଲାଣି ରଣ ଦୁନ୍ଦୁଭି ସଖୀ ଜାଣିନାହୁଁକି ସତକହ ମହୋତ୍ସବରେ ତୋର ଭାଗ ନାହିଁକି ? କି କହିବି ତୋତେ ସଖୀରେ ବଡ ଗହନ କଥା ବୁଝି ପାରୁନି ମୁଁ କାହିଁକି ମୋର ଘୂରାଏ ମଥା କେଡେ କଠିନ ଏ କରମ ଜାଣି ପାରୁନାହିଁ ଯାହାକୁ ବାଛିବି ସିଏ ଦକ୍ଷିଣ ନା ବାମ…

ଜୁନରେ ଓଡିଶା ଫେରିବେ ଜଗା-କାଳିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସିତ ହେଉଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଖୁବଶୀଘ୍ର ଓଡିଶା ଫେରିବେ । ଗଣମାଧ୍ୟମକୁ ସୂଚନା ଦେଇ ଏମ୍ସର ଜଣେ ଡାକ୍ତର କହିଛନ୍ତି, ଉଭୟ ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ବର୍ତ୍ତମାନ ସମୟରେ ସେମାନଙ୍କୁ ଆଇସିୟୁ…

ନନ୍ଦନକାନନରେ ବିରଳ ଲାଙ୍ଗୁର୍ ମୃତ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିକଟ ଅତୀତରେ ବିଲୁପ୍ତ ପ୍ରାୟ ଏକମାତ୍ର ଔରାଙ୍ଗଟାନର ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଦିନ ଏକ ଅଣ୍ଡିରା ନୀଳଗିରି ଲାଙ୍ଗୁର (ଏସିଆର ଲମ୍ବା ଲାଙ୍ଗୁଳ ବିଶିଷ୍ଟ ମାଙ୍କଡ) ସବୁଦିନ ଲାଗି ଆଖି ବୁଜିଛି । କିଛି ଦିନ ପୂର୍ବରୁ ଏହି ୧୭ ବର୍ଷୀୟ…