ଲକ୍-ଡାଉନ୍ ଅବଧିରେ ଘରୋଇ ଯାନବାହନ ଚଳାଚଳ ଉପରେ କଟକଣା
ଭୁବନେଶ୍ୱର: ଭୟାବହ କରୋନା ସଂକ୍ରମଣ ରୋକିବା ପାଇଁ ଓଡିଶାର ୫ ଜିଲ୍ଲା ଓ ଆଠଟି ପ୍ରମୁଖ ସହରରେ ଲାଗୁ କରାଯାଇଥିବା ଆଠ ଦିନିଆ ଲକ୍-ଡାଉନ୍ ସମୟରେ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ । ଏସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି ।…