ରାଉରକେଲା: ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ
ରାଉରକେଲା : ରାଉରକେଲା ଷ୍ଟେସନ୍ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।
ମିଳିଥିବା ସୂଚନାନୁଯାୟୀ ସିମେଣ୍ଟ ବୋଝେଇ ଏହି ମାଲଗାଡିଟି ରାଉରକେଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳବାର…