ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ
ଭୁବନେଶ୍ୱର: ନିର୍ଦ୍ୱନ୍ଦ୍ୱରେ ନର୍ବାଚିତ ହେଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ମୁନା ଖାଁ, ସୁଜିତ କୁମାର, ମମତା ମହନ୍ତ ଓ ସୁବାସ ସିଂ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏନେଇ ରିଟର୍ଣ୍ଣିଂ ଅଫିସର ୪ଜଣଙ୍କ ନାଁ ଘୋଷଣା କରିଛନ୍ତି । ଏଥିସହ ସେମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ…