କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଓଡ଼ିଶାର ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ।
ଏହି ୪ଜଣ ପ୍ରାର୍ଥୀ ହେଲେ - ଶ୍ୟାମଘନ ପ୍ରଧାନ (ଜି. ଉଦୟଗିରି), ଶମ୍ଭୁନାଥ ପାଣିଗ୍ରାହୀ…