Latest Odisha News

କୋରାପୁଟରେ ସ୍କୁଲ ନିକଟରୁ ସ୍ଥାନାନ୍ତରିତ ହେବ ବିଦ୍ୟୁତ ଲାଇନ୍‌

ଜୟପୁର: ସ୍କୁଲ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅସୁରକ୍ଷିତ ବିଦ୍ୟୁତ ଲାଇନ ଏବଂ ଭିତ୍ତିଭୂମି ବିଦ୍ୟାଳୟ ନିକଟବର୍ତ୍ତୀ ସ୍ଥାନରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟୁତ୍ ଲାଇନ ସ୍ଥାନାନ୍ତରିତ…

କରୋନା ପାଇଁ ଭିସା କଟକଣା: ଏହି ୪ଟି ଦେଶର ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଭାରତ ସତର୍କ ହୋଇଯାଇଛି । ପ୍ରାୟ ୬୦ଟି ରାଷ୍ଟ୍ରକୁ ବ୍ୟାପି ସାରିଥିବା କରୋନା ଭାଇରସ ଭୟାବହ ରୂପ ଧାରଣ କରୁଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କରୋନା ଭାଇରସ ସମ୍ବନ୍ଧିତ କିଛି ମାମଲା ସାମନାକୁ ଆସିଛି । ଯାହା ପରେ…

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ଉପହାର

ଭୁବନେଶ୍ୱର: ଗତ ଫେବୃଆରୀ ୨୯ ତାରିଖରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଂଚଳର ଏକ ହାଇପ୍ରୋଫାଇଲ ବାହାଘରରୁ ଚୋରି ହୋଇଛି । ଅତିଥି ବେଶରେ ଆସି ବାହାଘର ମଣ୍ଡପରୁ ଚୋରି କରିନେଇଛନ୍ତି । ବାହାଘରରେ ମିଳିଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ଉପହାର, ମୋବାଇଲ ଓ ନଗଦ ଟଙ୍କା ଲୁଟି…

୭ ବର୍ଷ ପରେ ମୃତା ପତ୍ନୀଙ୍କ ପତ୍ତା ମିଳିଲା; ପ୍ରେମିକ ସହିତ ରହୁଥିବା ସ୍ୱାମୀ ଠାବ କଲେ

କେନ୍ଦ୍ରାପଡ଼ା: ପତ୍ନୀଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଛନ୍ତି ନିଜେ ସ୍ୱାମୀ । ପତ୍ନୀ ହତ୍ୟା ମାମଲାରେ ଛନ୍ଦି ହୋଇପଡ଼ି ୧ମାସ ଜେଲ୍ ଭୋଗିଥିବା ବିଚାରା ସ୍ୱାମୀଜଣକ ଦୀର୍ଘ ୭ ବର୍ଷ ପରେ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ରହୁଥିବା ଠାବ କରିଛନ୍ତି । ଏବେ ପୂର୍ବରୁ ପତ୍ନୀ ହତ୍ୟାରେ ଛନ୍ଦି…

ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ୭ ଗିରଫ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଗୋଟିଧାରାରେ ହୋଇଥିବା ଏକ ଗଣଦୁଷ୍କର୍ମ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମାନେ ଅଭ୍ୟାସଗତ ଅପରାଧୀ ଏବଂ ଅତୀତରେ ଅନେକ ଲୁଟ୍ ମାମଲାରେ ଜଡିତ ଥିଲେ ବୋଲି ପୋଲିସ…

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧୮ ଗୁରୁତର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଲାସେ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ଥିବା ଜଣାପଡିଛି । ଦୁର୍ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତର ଆହତ…

ଆସିଲା ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍

ମୁମ୍ବାଇ: ସାମ୍ନାକୁ ଆସିଲା ବଲିଉଡର ଆଗାମୀ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ର ଫାଷ୍ଟ ଲୁକ୍ । ରିଲିଜ ହୋଇଥିବା ଏହି ପୋଷ୍ଟର ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କୁ ଦେଖିବାକୁ ମିଳିିଛି । ତେବେ ଏହି ପୋଷ୍ଟରରେ ଏକ ଟ୍ୱିଷ୍ଟ ମଧ୍ୟ ରହିଛି । ସନ୍ଦିପ ଭୂମିକାରେ…

କରୋନାକୁ ନେଇ ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ଭାଇରାସକୁ ନେଇ ଭୟଭୀତ ନହେବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା ହୋଇଛି ।…

ଆଗାମୀ ୩ଦିନ ଯାଏଁ ଓଡିଶାର ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ଦିନ ଓଡ଼ିଶାର ଉତ୍ତର, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ବଜ୍ରପାତ ଏବଂ ଘୂର୍ଣ୍ଣିବଳୟ ସହିତ ବର୍ଷା ହେବା ନେଇ ତିନି ଦିନ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ଭୁବନେଶ୍ୱର ଅମିନ…

ପାରାଦୀପ ବନ୍ଦରରେ ୨ କରୋନା ସନ୍ଦିଗ୍ଧ ଚିହ୍ନଟ

ପାରାଦୀପ: ବିଶ୍ୱବ୍ୟାପୀ ମାରାତ୍ମକ ଭୂତାଣୁ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି । ଆଜି ପାରାଦୀପ ବନ୍ଦରରୁ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ଏହି ଦୁଇ ଜଣ ହେଉଛନ୍ତି ଦମ୍ପତି । ଉଭୟ ସ୍ୱାସୀ ଓ ସ୍ତ୍ରୀ ଭାରତୀୟ ବୋଲି ଜଣାପଡିଛି । ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସି…