ଓଡିଆ ଝିଅ ପଦ୍ମିନୀ ରାଉତ ଜିତିଲେ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନସିପ’
ଭୁବନେଶ୍ୱର : ‘ଇଣ୍ଟରନେସନାଲ ଚେସ୍ ମାଷ୍ଟର’ ପଦ୍ମିନୀ ରାଉତ ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛନ୍ତି । ଫିଲିପାଇନ୍ସର ମକାଟି ଠାରେ ଅନୁଷ୍ଠିତ ‘ଏସିଆନ୍ କଣ୍ଟିନେଣ୍ଟାଲ୍ ଚେସ୍ ଚାମ୍ପିୟନ୍ସିପ’ରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ପଦ୍ମିନୀ ।
ପଦ୍ମିନୀ ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଏହି…