ଖୁବଶୀଘ୍ର ପରଦାକୁ ଆସୁଛି ଓଡିଶା ନିର୍ଦ୍ଦେଶକଙ୍କ ଛତିଶଗଡ଼ି ଚଳଚ୍ଚିତ୍ର ‘ସଦ୍ଗୁରୁ ସତ୍ନାମ’
ଭୂବନେଶ୍ୱର: ଓଡ଼ିଶାର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କ ନିର୍ଦ୍ଦେଶନାରେ ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ର ‘ସଦ୍ଗୁରୁ ସତ୍ନାମ’ର ସୁଟିଂ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଅମିର ଦୀର୍ଘ ୨୦ରୁ ୨୫ ବର୍ଷ ହେବ ଓଡ଼ିଆ ସିନେ ଚଳଚ୍ଚିତ୍ର ଜଗତରେ ଖୁବ୍ ପରିଚିତ । ସେ କୋରିଓଗ୍ରାଫର…