Latest Odisha News

BREAKING NEWS

ବ୍ରହ୍ମପୁରରୁ ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ, ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରୁ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ ବୁଧବାର ଦିନ ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଚଢାଉ…

ଦଶମ ଶ୍ରେଣୀ ସିଲାବସ୍‌ରେ ସାମିଲ ହେଲା ଟ୍ରାଫିକ ପାଠ

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ ଟ୍ରାଫିକ ପାଠ । ଏଥିପାଇଁ ଦଶମ ଶ୍ରେଣୀ ସିଲାବସରେ ସଡକ ସୁରକ୍ଷା ବିଷୟକୁ ସାମିଲ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ଏନେଇ ସଡକ…

ଏସସିବି ମେଡିକାଲ ପୁନର୍ବିନ୍ୟାସ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା

କଟକ: କଟକ ଏସସିବି ମେଡିକାଲର ପୁନର୍ବିନ୍ୟାସ କରିବା ପାଇଁ ପ୍ରଥମ ପର‌୍ୟ୍ୟାୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ତିନି ଦିନ ପୂର୍ବରୁ ଏସସିବି ମେଡିକାଲ ପୁନର୍ବନ୍ୟାସ ପ୍ୟାକେଜକୁ ଅନୁମୋଦନ ମିଳିବା ପରେ କଟକ ଜିଲ୍ଲାପାଳ ଓ କଟକ ମହାନଗର ନିଗମ ଡାକ୍ତରଖାନା ପରିସରରେ ଉଚ୍ଛେଦ…

ବାଲେଶ୍ୱରରୁ ଧରାପଡିଲା ୨ କୁଇଣ୍ଟାଲ୍ ଓଜନର ଶାଙ୍କୁଚ ମାଛ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବଳରାମଗଡି ନିକଟରେ ଥିବା ସମୁଦ୍ରରୁ ମଙ୍ଗଳବାର ଦିନ ମାଛ ଧରିବା ବେଳେ ମତ୍ସଜୀବୀଙ୍କ ଜାଲରୁ ଏକ ବିଶାଳକାୟ ଶାଙ୍କୁଚ ମାଛ ଧରା ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ କିଛି ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏହି ଦୁର୍ଲଭ ମାଛଟି ପଡିଥିଲା । ପରେ…

ଶିଘ୍ର ଆସୁଛି ଘାତକ କରୋନା ଭାଇରସ ଔଷଧ; ଗବେଷଣା କରୁଛନ୍ତି ଅଷ୍ଟ୍ରେଲୀୟ ବୈଜ୍ଞାନିକ !

ମେଲବୋର୍ଣ୍ଣ: ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ଘାତକ କରୋନା ଭାଇରସ ସମ୍ପର୍କରେ ଏକ ସକାରାତ୍ମକ ଖବର ଶୁଣିବାକୁ ମିଳୁଛି । ଅଷ୍ଟ୍ରେଲିୟାର ବୈଜ୍ଞାନିକମାନେ କରୋନା ଭାଇରସ ବିରୁଦ୍ଧରେ କରୁଥିବା ଲଢ଼େଇରେ ଏକ ବଡ ଆଶାର ସଂଚାର ହୋଇଥିବା ଦାବି କରିଛନ୍ତି । ବୈଜ୍ଞାନିକଙ୍କ କହିବାନୁସାରେ,…

ପଦ୍ମ ଧରିଲେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ: ପଦ୍ମ ଧରିଲେ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାଇନାଙ୍କ ସହ ତାଙ୍କ ବଡ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏ ଦୁହେଁ ଦିଲ୍ଲୀ…

ତପ୍ତପାଣି ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଂଜାମ: ଗଂଜାମ ଜିଲ୍ଲା ତପ୍ତପାଣି ବସ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପ୍ରତି ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।ଏଥିସହ…

ନିର୍ଭୟା ଦୋଷୀକୁ ଝଟ୍‌କା, ସୁପ୍ରିମକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ମୁକେଶ ସିଂକୁ ଲାଗିଛି ଶକ୍ତ ଝଟ୍‌କା । ସୁପ୍ରିମକୋର୍ଟ ଆଜି ତା ଆବେଦନକୁ ଖାରଜ କରିଦେଇଛନ୍ତି । ଏହାପରେ ସେ ଫାଶୀ ପାଇବା ପକ୍କା ହୋଇଯାଇଛି । ତା ପାଇଁ ଆଇନର ସବୁ ଗଳାବାଟ ଏକପ୍ରକାର ବନ୍ଦ ହୋଇଯାଇଛି । ରାଜକ୍ଷମା ନମିିଳିବାରୁ ଏହାକୁ ଚ୍ୟାଲେଂଜ କରି…

ବଜେଟ ୨୦୨୦: ଗ୍ରାମାଞ୍ଚଳ ଲାଗି ଏହି ବଡ ଘୋଷଣା କରିପାରନ୍ତି ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ସରକାର ଏଥର ବଜେଟରେ ଗ୍ରାମୀଣ କ୍ଷେତ୍ର ପାଇଁ ବହୁକିଛି ଯୋଜନା ଆଣୁଛନ୍ତି । ଏଥିରୁ ସବୁଠୁ ମହତ୍ୱପୂର୍ଣ୍ଣ ଯୋଜନା ହେଉଛି ଗ୍ରାମୀଣ କ୍ଷେତ୍ରରେ ୨୪ ଘଣ୍ଟା ବିଜୁଳୀ ଉପଲବ୍ଧ କରାଇବା । କେନ୍ଦ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଉଦୟ ଯୋଜନା ଘୋଷଣା କରିପାରନ୍ତି ।…

ୟୁପିଆଇରେ ‘ଗୁଗୁଲ ପେ’ର ଅଂଶଧନ କେତେ ରହିଛି, ଜାଣନ୍ତୁ

ନୂଆଦିଲ୍ଲୀ: ଫିନଟେକ ଫର୍ମ ରେଜରପେ ର ରିପୋର୍ଟ ' ଦ ଇରା ଅଫ ରାଇଜିଙ୍ଗ ଫିନଟେକ' ଅନୁସାରେ ୨୦୧୯ ରେ ଡିଜିଟାଲ କାରବାର ରେ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଆପ୍ସ ରେ ଗୁଗୁଲ ପେ ର ଅଂଶ ୫୯ ପ୍ରତିଶତ, ଫୋନ ପେ ର ୨୬ ପ୍ରତିଶତ, ପେଟିଏମ୍ ର ୭ ପ୍ରତିଶତ ଓ ଭୀମ ର ୬ ପ୍ରତିଶତ ରହିଛି |…