Latest Odisha News

BREAKING NEWS

ଚଳିତ ମାସଠାରୁ ଆରମ୍ଭ ହେବ ଗଗନଯାନ ମହାକାଶଚାରୀଙ୍କ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ “ଗଗନଯାନ”ର ମହାକାଶଚାରୀମାନେ ଚଳିତ ମାସ ଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ରଶିକ୍ଷଣ ଜାନୁଆରୀ ତୃତୀୟ ସପ୍ତାହ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର…

ମୁକ୍ତେଶ୍ୱର ଉତ୍ସବର ୨ୟ ସଂଧ୍ୟା: ଓଡ଼ିଶୀ ନୃତ୍ୟାଭିନୟରେ ବିଭୋର ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ଆଜି ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ ଶୁକଲା ଓ ସାଥୀ ।…

ଫାଶୀ ସସପେନ୍ସ ଜାରି; ଦିଲ୍ଲୀ ହାଇକୋର୍ଟରେ ମୁକେଶର ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମକାରୀଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବାଟ ବନ୍ଦ ହେଉଛି । ଫାଶୀ ପାଇବା ନେଇ ଜାରି ରହିଛି ସସ୍ପେନ୍ସ । ଦୋଷୀ ମୁକେଶର ଡେଥ୍ ୱାରେଂଟ ରଦ୍ଧ କରିବା ଆବେଦନକୁ ଖରାଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ନିଷ୍ପତି ପରେ ବି ୪ ଅଭିଯୁକ୍ତ ଆସନ୍ତା ୨୨ ତାରିଖରେ…

କମେଡି କିଙ୍ଗ କପିଲ ଶର୍ମାଙ୍କ ଝିଅର ପ୍ରଥମ ଫଟୋ ଭାଇରାଲ

ସାମ୍ନାକୁ ଆସିଲା କମେଡି କିଙ୍ଗ କପିଲ ଶର୍ମାଙ୍କ କ୍ୟୁଟ ଏଜେଂଲର ଫାଷ୍ଟ ଫଟୋ । କପିଲ ଓ ତାଙ୍କ ଝିଅର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋରେ କପିଲ ନିଜ ଝିଅକୁ କୋଳେଇ ଧରିଥିବା ନଜର ଆସିଛନ୍ତି । ଫ୍ୟାନ୍‌ମାନଙ୍କୁ ଏବେ ବାପା-ଝିଅଙ୍କ ଏହି ଫଟୋ ବେଶ୍ ପସନ୍ଦ ଆସିଛି ।…

ଟେରର୍ ଲିଙ୍କରେ ଗିରଫ ପରେ ବିଦା ହେଲେ ଡିଏସପି ଦବିନ୍ଦର ସିଂହ

ଶ୍ରୀନଗର: ବିଦା ହେଲେ ଜମ୍ମୁ-କାଶ୍ମୀର ଡିଏସପି ଦବିନ୍ଦର ସିଂହ । ଟେରର ଲିଙ୍କରେ ଧରାପଡିବା ପରେ ବୁଧବାର ତାଙ୍କ ବିରୋଧରେ ବଡ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଦବିନ୍ଦର ସିଂହଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ଡିଜି ଦିଲବାଗ ସିଂହ ।…

ଭୋପାଳ ବ୍ୟବସାୟୀଙ୍କ ନିଆରା ମକର ସଂକ୍ରାନ୍ତି; ଲକେଟ୍ କରି ପିନ୍ଧିଲେ ସୁନା ଗୁଡ଼ି !

ଭୋପାଳ: ମକର ସଂକ୍ରାନ୍ତି ସାରା ଭାରତରେ ଆଜି ଧୂମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହାକୁ ପାଳନ କରାଯାଇଛି । ଭୋପାଳରେ ଏହି ପର୍ବର ଗୁରୁତ୍ୱ ଅଧିକ ରହିଛି । ପ୍ରାୟ ସମସ୍ତ ବାସିନ୍ଦା ଛାତ ଉପରେ ଗୁଡି ଉଡାଇ ଏହାର ମଜା ଉଠାଇଛନ୍ତି । ସ୍ଥାନୀୟ ବାସିନ୍ଦା…

୩୦ ଦିନ ଲାଗି କୋହଳ ହେଲା ଫାସଟ୍ୟାଗ୍ ଲାଗୁ ସମୟ

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଦିନ ଏନଏଚଏଆଇର ୬୫ ହାଇ କ୍ୟାସ୍ ଟ୍ରାଞ୍ଜାକସନ (ନଗଦ ନେଣଦେଣ) ପ୍ଲାଜାରେ ୩୦ ଦିନ ଲାଗି ଫାସଟ୍ୟାଗ୍ ଲେନ୍ ଲାଗୁ ସୀମାରେ କୋହଳ କରାଯାଇଛି । ଏହି ପ୍ଲାଜାରେ ୨୫ ପ୍ରତିଶତ ଲେନକୁ ଅସ୍ଥାୟୀ ଭାବେ ହାଇବ୍ରିଡ ଲେନରେ ପରିଣତ…

ଡିଏଲ୍ ଟେଷ୍ଟିଂ ବେଳେ ଧରାପଡ଼ିଲେ ନକଲି ଡ୍ରାଇଭର୍; ଗଣିଲେ ୫୫,୦୦୦ ଟଙ୍କାର ତଣ୍ଡ !

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ନିକଟରେ ଅନ୍ୟ ବ୍ୟକ୍ତିମାନଙ୍କ ପାଇଁ ଡିଏଲ୍ ଟେଷ୍ଟ ଦେଉଥିବା ପ୍ରାୟ ୪ଜଣ ନକଲି ଡ୍ରାଇଭରଙ୍କୁ ପୋଲିସ ପକ୍ଷରୁ ଧରାଯାଇଛି । ମୋଟର ଯାନ ନିରୀକ୍ଷକ ସେମାନଙ୍କ ଉପରେ ପାଖାପାଖି ୫୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଯେତେବେଳେକି ଅନ୍ୟଜଣେ ନିଶାଶକ୍ତ ଭାବେ…

ଦୂତୀ ଚାନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହେଲା ବଜାଜ୍ ଆଲିଆଂଜର ‘ପ୍ଲାଙ୍କ ଫର୍ ଇଣ୍ଡିଆ’ ଅଭିଯାନ

ଭୁବନେଶ୍ୱର: ଭାରତର ଚାମ୍ପିଆନ୍ ଦୌଡ଼କୁଦ ଖେଳାଳୀ ଦୂତି ଚାନ୍ଦ ବଜାଜ ଆଲିଆଂଜ ଲାଇଫ୍ର “ପ୍ଳାଙ୍କ ଫର ଇଣ୍ଡିଆ’ ଅଭିଯାନକୁ ଗ୍ରହଣ କରିଛନ୍ତି । ଭାରତର ଉଦୀୟମାନ କ୍ରୀଡ଼ାବିତ ସହାୟତା ପ୍ରଦାନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । #Excited to be a part of #PlankForIndia…

ଶ୍ରୀମନ୍ଦିରରେ କାହିଁକି କୁହାଯାଏ ‘ମକର ଚଉରାଶି’; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ଶ୍ରୀଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର । ତାଙ୍କୁ ଚଉରାଶି ଲକ୍ଷ ଯୋନିର ଦେବତା କୁହାଯାଏ । ମକର ସଂକ୍ରାନ୍ତିରେ ଉତରାୟଣ ବନ୍ଦାପନା ଓ ମକରଚଉରାଶି ବେଶ ଓ ଭୋଗ ସମର୍ପଣ କରି ମହାପ୍ରଭୁଙ୍କୁ ଉପାସନା କରାଯାଏ । ମକର ଚାଉଳରେ ବିଭିନ୍ନ ସୁମିଷ୍ଠ ଦ୍ରବ୍ୟ ମିଶାଇ…