Latest Odisha News

BREAKING NEWS

ରିଲିଜ ହେଲା ‘ଗଙ୍ଗୁୱାଈ କାଠିଆୱାଡି’ର ପୋଷ୍ଟର: ମାଫିଆ ଭୂମିକାରେ ଆଲିଆ

ମୁମ୍ବାଇ: ମାଫିଆ ଭୂମିକାରେ ଆଲିଆ । ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ର ରିଲିଜ ହୋଇଥିବା ପୋଷ୍ଟରରେ କିଛି ଏଭଳି ଲୁକ୍‌ରେ ଦେଖିବାକୁ ମିଳିଛି ଆଲିଆଙ୍କୁ । ଏଥିରେ ଆଲିଆ ଭଟ୍ଟଙ୍କ ପୁରାପୁରୀ ଦେଶୀ ଅବତାର ସାମ୍ନାକୁ ଆସିଛି । ଫିଲ୍ମର ଏହି ଫାଷ୍ଟ ଲୁକ୍ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ…

ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ

ଉତ୍ତରାଖଣ୍ଡ: ଏସିଡ୍ ଆକ୍ରମଣ ପୀଡିତାଙ୍କୁ ମିଳିବ ପେନ୍‌ସନ । ଏଭଳି ନିଷ୍ପତି ନେଇଛନ୍ତି ଉତରାଖଣ୍ଡ ସରକାର । ଏଣିକି ଉତରାଖଣ୍ଡରେ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ପେନ୍‌ସନ୍ ମିଳିବା ନେଇ ଘୋଷଣା ହୋଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଏହି ସୂଚନା ଦେଇଛନ୍ତି । ସେ…

ଆଜି ‘ସେନା ଦିବସ’; ଜାଣନ୍ତୁ ଭାରତୀୟ ସୈନିକଙ୍କ ସମ୍ପର୍କରେ କିଛି ଅଜଣା କଥା…

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ ‘ସେନା ଦିବସ’ ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେ ତତ୍କାଳୀନ ଜେନେରାଲ୍ ଫ୍ରାନସିସ୍ ବୁଚରଙ୍କ ଠାରୁ…

ତାଳଚେରରେ ଚାଞ୍ଚଲ୍ୟ; ଦବିଗଲା ୫୦ ଫୁଟ ମାଟି !

ତାଳଚେର: ମାଟି ଦବିଯିବା ନେଇ ତାଳଚେର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମାଟି ଦବିଯିବା ଘଟଣାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ଦେଉଳବେଡା ତେଲିସାହିର ଏକ ଜମି ଭିତରେ ଆଜି ସକାଳୁ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି ।…

ଧାରା ୩୭୦ ଉଚ୍ଛେଦ ଏକ ଐତିହାସିକ ନିଷ୍ପତ୍ତି: ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ

ନୂଆଦିଲ୍ଲୀ: ଆଜି ହେଉଛି ସ୍ଥଳସେନାର ୭୨ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ସେନା ମୁଖ୍ୟାଳୟରେ ଭବ୍ୟ ସମାରୋହ ଆୟୋଜନ ହୋଇଛି । ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ପରେଡ ମଧ୍ୟ କରାଯାଇଛି । ଏହି ଅବସରରେ ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୁଞ୍ଚିପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଘୁଂଚିପାରେ ଫାଶୀ ତାରିଖ । ଆସନ୍ତା ୨୨ରେ ୪ ସଇତାନଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ କିଛି ଯୁକ୍ତି ପରେ ଅଶଙ୍କାରେ ଫାଶୀଦଣ୍ଡ । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪…

୩୨ଜଣ ‘ଓଇଏସ୍’ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୩୨ଜଣ ଓଇଏସ୍‌ (ସ୍କୁଲ ବ୍ରାଞ୍ଚ) ର ଅଧିକାରୀଙ୍କୁ ମିଳିଛି ପଦୋନ୍ନତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଡିଇଓ ବୃନ୍ଦାବନ ଶତପଥୀଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଡିଏସ୍‌ଇ ଭାବେ ନିଯୁକ୍ତ କରାଯାଇଥିବା ବେଳେ ରାମ୍ସାର ଉପ ନିର୍ଦ୍ଦେଶକ ଡ.ରାଧା ମୋହନ ପଣ୍ଡାଙ୍କୁ ଓସେପାର ଯୁଗ୍ମ…

ଆଜି ସରୁଛି ‘ସେସୁ’ ସମୟସୀମା; ଆସନ୍ତା କାଲିଠୁ ପୈଠ କରିନ’ଥିବା ଉପଭୋକ୍ତାଙ୍କ କଟିବ ବିଦ୍ୟୁତ ସେବା

ଭୁବନେଶ୍ୱର: ବିଦ୍ୟୁତ ବିଲ୍ ପୈଠ କରିବା ଲାଗି ଆଜି ଥିଲା ଉପଭୋକ୍ତାଙ୍କ ଲାଗି ଶେଷଦିନ । ସେଣ୍ଟ୍ରାଲ୍ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ) ଆସନ୍ତାକାଲି ଠାରୁ ଫେଜ୍ ଅନୁଯାୟୀ ଦେୟ ପୈଠ କରିନଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବାକୁ ଯାଉଛି । ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି…

ଅଷ୍ଟମ ଶ୍ରେଣୀରୁ ବିଦ୍ୟାଳୟରେ ଆରମ୍ଭ ହେବ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଖୁବ ଶୀଘ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଧନ୍ଦାମୂଳକ ଶିକ୍ଷା ପରି ସ୍କୁଲସ୍ତରରେ ଯଦି ପିଲାଙ୍କୁ…

ଦିଲ୍ଲୀ ବନବିଭାଗର ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ବନବିଭାଗ ପକ୍ଷରୁ ୨୨୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟ forest.delhigovt.nic.in ରେ ଆଜିଠାରୁ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୩ ଫେବୃଆରୀ ରହିଛି । ପଦବୀ ସଂଖ୍ୟା: - ମୋଟ ପଦବୀ ୨୨୬ - ଫରେଷ୍ଟ…