ଅଭାବନୀୟ ଘଟଣା: ନିଜ ମାଆକୁ ଗୋଇଠା ମାରି ପୁଅ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକର ବତିପଡ଼ା ଗ୍ରାମରେ ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ ।
ଏହି ଗ୍ରାମର ଶ୍ରୀଧର ବାରିକ ନାମକ ଏକ ବ୍ୟକ୍ତି ନିଜ ମାଆକୁ ଗୋଇଠା ମାରି ନିର୍ଯ୍ୟାତନା ଦେଉଥିବାର ଏକ ଭିଡ଼ିଓ ଦୃଶ୍ୟ ଗତ…