ଖୋର୍ଦ୍ଧା କ୍ଲିନିକରେ ଗୁଳିମାଡ ଘଟଣା; ଆହତ ଔଷଧ ଦୋକାନୀଙ୍କ ମୃତ୍ୟୁ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକ କ୍ଲିନିକ୍ ଉପରେ ଗତକାଲି ହୋଇଥିବା ଗୁଳିମାଡ ଘଟଣାରେ ଚିକିତ୍ସାରତ ଔଷଧ ଦୋକାନୀଙ୍କ ମୃତ୍ୟୁ ଘଟିଛି ।
ମୃତ ଔଷଧ ଦୋକାନୀଙ୍କ ନାମ କୃଷ୍ଣଚନ୍ଦ୍ର ସାହୁ ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରେ ଥିବା ଏହି…