ଚୀନ୍ ପ୍ରତି ବିଶ୍ୱର ବିତସ୍ପୃହ ମନୋଭାବକୁ ଏକ ଅର୍ଥନୈତିକ ସୁଯୋଗ ଭାବେ ବିବେଚିତ କରିବା ଉଚିତ: ନିତିନ ଗଡକରୀ
ନୂଆଦିଲ୍ଲୀ: ଚୀନ୍ ଛାଡି ଭାରତରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଥିବା ପ୍ରାୟ ୧୦୦୦ କମ୍ପାନୀ ଭାରତ ସରକାରଙ୍କ ସହ ସମ୍ପର୍କରେ ରହିଥିବାର ଖବର ପାଇବା ପରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଗଡକରୀ କହିଛନ୍ତି ଯେ କରୋନା ଭାଇରସ…