ଧନୁ ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମିଳିନପାରେ ଅବଢ଼ା !
ଭୁବନେଶ୍ୱର: ସୋମବାର(ଆସନ୍ତାକାଲି) ଧନୁ ସଂକ୍ରାନ୍ତି ହୋଇଥିବା କାରଣରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସବୁବର୍ଷ ପରି ଏହିବର୍ଷ ମଧ୍ୟ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ , ଏହାର ପୂର୍ବପ୍ରସ୍ତୁତି…