କରୋନା ଲଢେଇରେ ଝାସ ଦେଲା ୪୫ ଦିନର ଶିଶୁ !
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣରେ ଭାରତରେ ଜଣେ ଦେଢ଼ ମାସ ଶିଶୁର ମୃତ୍ୟୁ ଘଟିଛି। ଶିଶୁଟି ଡାକ୍ତରଙ୍କଠାରୁ ଏହି ଭୁତାଣୁ ଦ୍ଵାରା ଆକ୍ରାନ୍ତ ହୋଇ ଶନିବାର ଦିଲ୍ଲୀର କାଲାୱଟୀ ସରାନ ଶିଶୁ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ତିନି ଦିନ ପୂର୍ବରୁ…