ବାଲେଶ୍ୱରରେ ବୁଡ଼ିଗଲା ଡ଼ଙ୍ଗା; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ
ବାଲେଶ୍ୱର: ‘ଓଡ଼ିଆରଏଫ’ କର୍ମୀଙ୍କ କଠିନ ପରିଶ୍ରମ ତଥା ଉଦ୍ୟମ ଯୋଗୁଁ ସୋମବାର ଦିନ ୨୦ ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ବାଲେଶ୍ୱର ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ଏକ ଡ଼ଙ୍ଗା ବୁଡ଼ିଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜାଣି ଓଡ଼ିଆରଏଫ କର୍ମୀ ଯାତ୍ରୀମାନଙ୍କୁ…