Latest Odisha News

BREAKING NEWS

ନଭେମ୍ବର ୧୨ରୁ ‘ନବନିର୍ମାଣ କୃଷକ ସଂଗଠନ’ର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ଦାବି ପୂରଣ ଲାଗି ‘ନବନିର୍ମାଣ କୃଷକ ସଂଗଠନ’ ଆସନ୍ତା ନଭେମ୍ବର ୧୨ ତାରିଖରୁ ପର୍ଯ୍ୟାୟକ୍ରମେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି । ‘ନବନିର୍ମାଣ କୃଷକ ସଂଗଠନ’ର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ…

ରାଜ୍ୟର ଶିଳ୍ପ ବିକାଶକୁ ନେଇ ବିଜେପି ପକ୍ଷରୁ ଅଭିଯୋଗ

ଭୁବନେଶ୍ୱର : ମେକ୍ ଇନ୍ ଓଡିଶା କେବଳ ଆତ୍ମପ୍ରଚାର ପାଇଁ ଏବଂ ଓଡିଶାର ରେଳବିକାଶ ସହ ଶିଳ୍ପ ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଦଳ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ…

ରୋଜଗାର କରିବାକୁ ଯାଇ ମାଲେସିଆରେ ନିଖୋଜ ଓଡିଆ ଶ୍ରମିକ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଜଣେ ଓଡିଆ ଶ୍ରମିକ ମାଲେସିଆକୁ କାମ କରିବାକୁ ଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଶ୍ରମିକ ଜଣଙ୍କ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗ୍ରାମର କ୍ଷେତ୍ରବାସୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କ୍ଷେତ୍ରବାସୀ କୋଲକାତାର…

ଖୋର୍ଦ୍ଧାରେ ଅଟକ ଥିବା ଯୁବକ ମାଓବାଦୀ ନୁହଁନ୍ତି: ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅଟକ ଥିବା ଯୁବକ ଜଣକ ମାଓବାଦୀ ନୁହଁନ୍ତି ବୋଲି ଶୁକ୍ରବାର ଦିନ ପୋଲସ ସ୍ପଷ୍ଟ କରିଛନ୍ତି । ଜଣେ ମାଓବାଦୀ ବୋଲି ସନ୍ଦେହ କରାଯାଉଥିବା ଯୁବକ ଜଣକଙ୍କୁ ବେଗୁନିଆ ଥାନାରେ ଦୀର୍ଘ ସମୟଧରି ପଚରା ଉଚରା କରିବା ପରେ ଗଣମାଧ୍ୟମକୁ ସୂଚନାଦେଇ କେନ୍ଦ୍ରାଞ୍ଚଳ ଆଇଜି…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩୩ ଟି ପଞ୍ଚାୟତ ପାଇଁ ୩୫.୯୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୫ ଟି ବ୍ଲକ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ବାଲେଶ୍ୱର ଜିଲ୍ଲାର ବାଲିଆପାଳ,କଟକ ଜିଲ୍ଲାର ଟାଙ୍ଗିଚୌଦ୍ୱାର, ନବରଙ୍ଗପୁର ଜିଲ୍ଲାର…

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହେବ ପ୍ରଥମ ଭୂତଳ ଡଷ୍ଟବିନ୍

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପ୍ରଥମ ଭୂତଳ ଡଷ୍ଟବିନର ଉଦଘାଟନ କରିବେ । ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ନଗର ନିଗମ (ବିଏମସି) ବିନାୟକ ଆଚାର୍ଯ୍ୟ କଲେଜ, ଗେଷ୍ଟ ହାଉସ, ଦୁର୍ଗା ଦେବୀ ମନ୍ଦିର ଏବଂ ସର୍କିଟ ହାଉସ ନିକଟରେ ପ୍ରାୟ…

ଚିଲିକା: ଫାଇବର ବୋଟ୍ ନିର୍ମାଣବେଳେ ବିସ୍ଫୋରଣ ଘଟି ୪ ମତ୍ସଜୀବୀ ଆହତ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅରଖକୁଦା ଗ୍ରାମ ଚିଲିକା କୂଳ ନିକଟସ୍ଥ ଭାଗବତ ସାହିରେ ଶୁକ୍ରବାର ଦିନ ଏକ ଫାଇବର ବୋଟ୍ ନିର୍ମିତ ହେଉଥିବା ବେଳେ ବିସ୍ଫୋରଣ ଘଟି ୪ଜଣ ମତ୍ସଜୀବୀ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଯେଉଁ ୪ ଜଣ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ…

ଆଜି ଓଡ଼ିଶା ହାଇକୋର୍ଟରେ ଓକିଲ-ପୋଲିସ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟରେ ଆଜି ଆଇନଜୀବୀ ଓ ପୋଲିସଙ୍କ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣି ଅନୁଷ୍ଠିତ ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ୍ ଆଇଜି ସନ୍ତୋଷ ଉପାଧ୍ୟାୟ ଏହି ଘଟଣାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛିି । ଅନ୍ୟପକ୍ଷରେ,…

କେନ୍ଦ୍ର ଭିଜିଲାନ୍ସ କମିଶନରଙ୍କୁ ଭେଟିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ : ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା କେନ୍ଦ୍ର ଭିଜିଲାନ୍ସ କମିଶନର (ସିଭିସି) କେ ଭି ଚୌଧୁରୀଙ୍କୁ ସାକ୍ଷାତ କରି ତାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସମ୍ବନ୍ଧରେ ଜବାବ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ତଦନ୍ତ…

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ସଚିବାଳୟଠାରେ ସନ୍ଧ୍ୟା ୫.୪୫ ରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ…