Latest Odisha News

BREAKING NEWS

ରାୟଡୁ ଓ ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଭାରତର ବିଶାଳ ୩୭୭ ରନ ସ୍କୋର

ମୁମ୍ବାଇ: ମୁମ୍ବାଇଠାରେ ଖେଳାଯାଉଥିବା ୪ଦିନିକିଆରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ସାମ୍ନାରେ ୩୭୭ ରନର ଏକ ବିଶାଳ ସ୍କୋର ଛିଡ଼ା କରିଛି । ଦୁର୍ଦ୍ଦଶ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କ ବିସ୍ଫୋରକ ୧୬୨ ରନ ଏବଂ ଅମ୍ବାତି ରାୟଡୁଙ୍କ ସୁନ୍ଦର ଶତକୀୟ ଇନିଂସ ସହାୟତାରେ ଭାରତ ବିପକ୍ଷ ଟିମ ଆଗରେ ଏହି…

ରାଜ୍ୟସ୍ତରୀୟ ‘ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ’ ଏବଂ ‘ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ’ ପାଳିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି । ୧୯୯୯ ମସିହାରେ ହୋଇଥିବା ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇ ତଥା ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ରାଜ୍ୟର ମୁଖ୍ୟମନ୍ତ୍ରୀ…

ସାତକୋଶିଆର ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନକୁ ସ୍ଥାନାନ୍ତରିତ କରାଯିବ: ମନ୍ତ୍ରୀ

ଭୁବନେଶ୍ୱର : ବହୁ ବାଦବିବାଦ ପରେ ଓଡିଶା ସରକାର ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶେଷଜ୍ଞ ଦଳ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କଲାପରେ ତାକୁ ପ୍ରଥମେ ସାତକୋଶିଆରେ ଥିôବା ଏନକ୍ଲୋଜର ମଧ୍ୟରେ…

ଜାନୁଆରୀ ମାସକୁ ଘୁଞ୍ଚିଲା ଅଯୋଧ୍ୟା ମାମଲାର ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦ ମାମଲାରେ ହେବାକୁ ଥିବା ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୨୦୧୯ ଜାନୁୟାରୀ ମାସକୁ ଘୁଞ୍ଚାଇ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି । ଏଥିସହିତ ଜାନୁୟାରୀରେ ଶୁଣାଣିର…

ଭୁବନେଶ୍ୱର: ହାଇଟେକ୍ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ନଜରକୁ ଆସିଛି । ସୁତ୍ରରୁ ପ୍ରକାଶ ଯେ ଏହି ମେଡିକାଲ ବିଲ୍ଡିଙ୍ଗର ୩ୟ ମହଲାରେ ଥିବା ଫିଜିଓଥେରାପି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ଏଥିସହିତ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ…

ନବ ନିର୍ମାଣ କୃଷକ ସଂଗଠନ କର୍ମୀ ପୋଲିସ ଦ୍ୱାରା ଅଟକ

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନରେ ସାମିଲ ହେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଚାଷୀଙ୍କୁ ଆଜି ପୋଲିସ ଅନେକ ସ୍ଥାନରେ ଅଟକ ରଖିଛି । ସୁତ୍ରରୁ ପ୍ରକାଶ ଯେ ଆଜି ପୋଲିସ କେନ୍ଦୁଝର ରେଲୱେ ଷ୍ଟେସନରେ ଶହଶହ ସଂଖ୍ୟାରେ କର୍ମକର୍ତ୍ତାଙ୍କୁ ଅଟକ ରଖିଥିବା ନେଇ ଅଭିଯୋଗ…

ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ନେଇ ସମଗ୍ର ଜିଲ୍ଲାରେ ବନ୍ଦ ଡ଼ାକରା

ଭଦ୍ରକ: ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ନେଇ ଆଜି ଜିଲ୍ଲା ଉନ୍ନୟନ ସଂଘର୍ଷ ସମିତି ତଥା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି । ଫଳରେ ଭଦ୍ରକ ସହର ସମେତ ଜିଲ୍ଲାର ସମସ୍ତ ବ୍ଲକରେ ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଉଛି ।…

ସିରିଜ ହାତେଇବା ଲକ୍ଷ୍ୟରେ ଆଜି ଭାରତ-ୱେଷ୍ଟଇଣ୍ଡିଜ କଡ୍ଡା ମୁକାବିଲା

ମୁମ୍ବାଇ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୪ର୍ଥ ଦିନିକିଆ ମ୍ୟାଚ ଖେଳାଯିବ । ମୁମ୍ବାଇର ବାବର୍ଣ୍ଣ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ୧-୧ରେ ଚାଲୁଥିବା ଭାରତୀୟ ଦଳ ଏହି ସିରିଜରେ ନିଜ ଦବଦବା ବଜାୟ ରଖିବା ଲକ୍ଷ୍ୟନେଇ ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଇଦାନରେ କଡ୍ଡା…

U-୧୮ ଏସୀୟ ବାଳିକା ରଗବୀ ଚାମ୍ପିୟନ୍ସିପ: ଭାରତୀୟ ବାଳିକା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ U-୧୮ ଏସୀୟ ବାଳିକା ରଗବୀ ସେଭେନ୍ ଚାମ୍ପିୟନ୍ସିପରେ ଭାରତୀୟ ଦଳକୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଳିଙ୍ଗ ଷ୍ଟାଡ଼ିୟମରେ ୧୨ଟି ଏସୀୟ ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ଏହି ରଗବୀ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ…

ପ୍ରବଳ ବର୍ଷା ଆଶଙ୍କା: ଉପକୂଳବର୍ତ୍ତୀ ଜିଲ୍ଲାପାଳମାନେ ସତର୍କ ରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆସନ୍ତା ୩୦ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ସତର୍କ ସୂଚନା ମିଳିବା ପରେ ରାଜ୍ୟ ସରକାରଙ୍କ ଯୁଗ୍ମ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ରବିବାର ଦିନ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା…