‘ନମସ୍ତେ’ ଆଡ଼ଭାଇଜରିରୁ ଓଡ଼ିଆ ଉଭାନ
ନୂଆଦିଲ୍ଲୀ: କରୋନାଭାଇରସ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ଭିଜୁଆଲ୍ ଆଡଭାଇଜରି ଜାରି କରାଯାଇଛି ।
ପାରମ୍ପାରିକ ଭାରତୀୟ ଅଭିବାଦନ ଅନୁଯାୟୀ ଏକ ଯୋଡି ପାପୁଲିରେ ହିନ୍ଦୀରେ ଲିଖିତ ‘ନମସ୍ତେ’…