ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ: ପ୍ରଥମ ପଦାର୍ପଣରେ ପୃଥ୍ୱୀ ସ’ଙ୍କ ଦମଦାର ଶତକ
ରାଜକୋଟ : ଦୁଇଟି ଟେଷ୍ଟ ମ୍ୟାଚକୁ ନେଇ ରାଜକୋଟ ଠାରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ । ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ପର୍ଦାପଣ କରି ଭାରତୀୟ ଓପନର ପୃଥ୍ୱୀ ସ’ ଦମଦାର ଶତକ ହାସଲ କରିଛନ୍ତି ।
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…