‘ସବୁଜ ମହାନଦୀ ମିଶନ’ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ସମ୍ବଲପୁର : ମହାନଦୀର ସୁରକ୍ଷା ଲାଗି ତାଙ୍କର ଲଢେଇ ଜାରି ରହିବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ମହାନଦୀ ଓଡ଼ିଶାର ଜୀବନରେଖା । ଏହାର ପାଣି ଉପରେ ଓଡ଼ିଶାବାସୀଙ୍କ ଅଧିକାରରୁ ଆମକୁ କେହି ବଞ୍ଚିତ କରିପାରିବ ନାହିଁ ।
ଆଜି ସୁବର୍ଣ୍ଣପୁରରେ…