ବ୍ରିଟିଶ କ୍ୟାବିନେଟରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ
ଲଣ୍ଡନ: ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିg କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାର ଦିନ ତାଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସରେ ଶପଥ…