ମାଓ ଭୟରେ ପୋଲିସର ପଛଘୁଂଚା; ବାଇକରେ ବୁହା ହେଲା ଶବ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅଭାବନୀୟ ଘଟଣା । ମାଓବାଦୀଙ୍କ ଗୁଳିରେ ମୃତ ଜଣେ ଆଦିବାସୀଙ୍କ ଶବକୁ ତାଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ପାଇଁ ନେବାକୁ ବାଧ୍ୟ ହୋଇଛନ୍ତି । ସେଠାକାର ସ୍ଥାନୀୟ ପୋଲିସ ମାଓବାଦୀଙ୍କ ଭୟରେ ସେହି ଗାଁକୁ ପ୍ରବେଶ କରିବାକୁ ଡରୁଥିବା ଜଣାପଡିଛି ।…