Latest Odisha News

BREAKING NEWS

ଦିଲ୍ଲୀ ହିଂସା ନେଲା ଆଉ ଜଣେ କନେଷ୍ଟବଳଙ୍କ ଜୀବନ, ଡ୍ରେନରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ସିଏଏ ହିଂସା ନେଲା ପୁଣ ଆଉ ଜଣେ କନେଷ୍ଟବଲଙ୍କ ଜୀବନ । ସୋମବାର ହେଡ କନେଷ୍ଟବଳ ରାମଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଗୁଇନ୍ଦା ବିଭାଗର ଆଉ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀ ଚାନ୍ଦବାଗର ଏକ ଡ୍ରେନ୍‌ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଗୁଇନ୍ଦା…

ରିକର୍ଭ ପୁରୁଷ ଇଭେଂଟରେ ଓଡିଶାକୁ ସ୍ୱର୍ଣ୍ଣ, ବ୍ୟକ୍ତିଗତ ବିଭାଗରେ ରଞ୍ଜିତ୍‌ଙ୍କୁ ରୌପ୍ୟ

ଭୁବନେଶ୍ୱର:ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ କ୍ରୀଡାରେ ଓଡିଶା ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଛି । ରିକର୍ଭ ପୁରୁଷ ବିଭାଗରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡ୍ରଷ୍ଟିଆଲ ଟେକ୍ନୋଲୋଜିର ରଞ୍ଜିତ ନାୟକ, ସୂର୍ଯ୍ୟମଣି ମାଝି ଓ ଶ୍ରବଣ କୁମାର ମାନ୍ଦାଗି ପଂଜାବୀ ୟୁନିଭରସିଟିର ପୱନ,…

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଥପ୍ପଡ’

ଭୋପାଲ: ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା ଫିଲ୍ମ ‘ଥପ୍ପଡ’ । ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ଫିଲ୍ମଟିକୁ ୩ ମାସ ପାଇଁ ଟିକସ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କମଲନାଥ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । मध्यप्रदेश में…

ନାଗରିକତା ନିଆଁରେ ଜଳୁଛି ଦିଲ୍ଲୀ: ଶାନ୍ତି ବଜାଇ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ନଗରିକତା ଆଇନକୁ ବିରୋଧ କରି ଜଳୁଛି ଦେଶର ରାଜଧାନୀ। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ସୃଷ୍ଟ ହିଂସା ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ହିଂସା ଯୋଗୁଁ ଉତ୍ତର-ପୂର୍ବ ଦିଲ୍ଲୀରେ ୨୦ ରୁ ଉର୍ଦ୍ଧ୍ବ ପ୍ରାଣ ହାନି ଘଟିଲାଣି । ଦେଶର ରାଜଧାନୀରେ ଏପରି ଅପ୍ରୀତିକର…

ଦିଲ୍ଲୀ ପୋଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା, ୧୯୮୪ର ପୁନରାବୃତ୍ତି ନ ହେଉ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ହିଂସା ଉଗ୍ର ହେବାରେ ଲାଗିଛି । ହିଂସା ଯୋଗୁଁ ଏଯାଏଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଳିସ କର୍ମଚାରୀ ଥିବା ଜଣାପଡିଛି । ସେପଟେ ଏହି ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହାସହ କୋର୍ଟ ଦିଲ୍ଲୀ ପୋଲିସକୁ…

ରସୁଲଗଡ ଓଭରବ୍ରିଜ୍‌ରେ ଫାଟ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରସୁଲଗଡ ଓଭରବ୍ରିଜରେ ସୃଷ୍ଟି ହୋଇଛି ଫାଟ । ଓଭରବ୍ରିଜର ସଂଯୋଗ ସ୍ଥଳରେ ଏକ ବିରାଟ ପଥର ଖଣ୍ଡ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ଉପର ଦେଇ ଶହ ଶହ ଗାଡିମଟ ଯିବା ଆସିବା କରୁଛି । ସେହିପରି ତଳେ ମଧ୍ୟ ଲୋକେ ଯିବା ଆସିବା…

ଜୁନ ପ୍ରଥମ ସପ୍ତାହରେ ଘୋଷିତ ହେବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା +୨ ପରୀକ୍ଷା ଫଳାଫଳ ଜୁନ ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ +୨…

ଜାତୀୟ ଅନୁପାତରେ ଓଡ଼ିଶାରେ ଖର୍ଚ୍ଚ ହେଉଛି ଅଧିକ ଇନ୍ଧନ: ମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଶାରେ ଜାତୀୟ ଅନୁପାତ ତୁଳନାରେ ଅଧିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବୁଧବାର ଦିନ ବିଧାନସଭାରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ଅନୁସାରେ, ରାଜ୍ୟରେ ପେଟ୍ରୋଲ ବ୍ୟବହାର…

ବାପାଙ୍କ ଆତ୍ମଜୀବନୀ ଉପରେ ଫିଲ୍ମ କରିବାକୁ ଚାହାନ୍ତି ରିତେଶ

ମୁମ୍ବାଇ: ବାପା ବିଳାସରାଓ ଦେଶମୁଖଙ୍କ ଆତ୍ମଜୀବନୀ ଉପରେ ଏକ ଫିଲ୍ମ କରିବାକୁ ଚାହାନ୍ତି ବଲିଉଡର ଷ୍ଟାର ଅଭିନେତା ରିତେଶ ଦେଶମୁଖ । ବାଗୀ-୩ ଫିଲ୍ମ ପ୍ରମୋଶନ କରିବା ଅବସରରେ ରିତେଶ ତାଙ୍କ ମନକଥା କହିଥିଲେ । ବିଳାସ ରାଓ ଦେଶମୁଖ ୨ଥର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରହିଛନ୍ତି । ବାପାଙ୍କ…

ଜନବସତିକୁ ହାତୀ ନ’ଆସିବା ଲାଗି ରାଜ୍ୟ ସରକାରଙ୍କ ନୂଆ ଉପାୟ; ସୃଷ୍ଟି ହେବ ନୂଆ ଜଙ୍ଗଲ

ଭୁବନେଶ୍ୱର: ଜନବସତି ଅଞ୍ଚଳକୁ ହାତୀ ପ୍ରବେଶ ବନ୍ଦ କରିବାକୁ ଓଡ଼ିଶା ସରକାର ନୂତନ ଯୋଜନା ହାତକୁ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ହାତୀ ମାନଙ୍କ ଲାଗି ଖାଦ୍ୟ ଉପଯୋଗୀ ଜଙ୍ଗଲ ସୃଷ୍ଟି କରାଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରାୟ ୧,୨୫୦ ଏକର ପରିମିତ ଜମିରେ ନୂଆ ଜଙ୍ଗଲ…