MLAs Car Accident: ବାଇକ୍ ସହ ପିଟିହେଲା ବିଧାୟକଙ୍କ ଗାଡ଼ି, ଦୁଇ ଗୁରୁତର
ମୟୂରଭଞ୍ଜ: ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହେଲା ସାରସକଣା ବିଧାୟକଙ୍କ ଗାଡ଼ି । ବାଇକ ଆରୋହୀଙ୍କୁ ବାଡେଇଲା ବିଧାୟକଙ୍କ ଗାଡି । ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ଏହି ଦର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା–ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ।
ଟାଙ୍ଗଣା…