Latest Odisha News

BREAKING NEWS

63-Year-Old Passes Matric: ସୁଶୀଳାଙ୍କ ସ୍ବପ୍ନକୁ ବାନ୍ଧିପାରିନି ବୟସ…୬୩ ବର୍ଷରେ ଦଶମ ପାସ୍…

ରେୱାରୀ: ବୟସ ୬୩…ସ୍କୁଲ୍ ଗଲେ, ଦଶମରେ ଲେଖାଇଲେ ନାମ । ୭୯.୬ ପ୍ରତିଶତ ନମ୍ବର ରଖି ମାଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ । ସ୍ୱପ୍ନର ପଥରେ କେବେ ବାଧା ହୋଇପାରିନି ବୟସ । କୁହାଯାଏ ପାଠପଢ଼ିବା ପାଇଁ କୌଣସି ବୟସ ନଥାଏ । ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ଯେକୌଣସି ବୟସରେ ସଫଳତା…

ହର୍ମୁଜ୍ ପରେ, ଏହି ସମୁଦ୍ର ପଥ ବନ୍ଦ ହୋଇଯିବ କି? ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ପରିସ୍ଥିତି ଖରାପ ହେଉଛି । ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି । ଏହି ପରିସ୍ଥିତିରେ, ସମସ୍ତେ ଅନ୍ୟ ବିକଳ୍ପ ଉପରେ ଆଶା ବାନ୍ଧି ବସିଛନ୍ତି । ତଥାପି, ଇରାନର ଏକ ନିଷ୍ପତ୍ତି ଅନ୍ୟ ସମସ୍ତ ଦେଶ ପାଇଁ…

1920 Winter Is Coming: ବିକ୍ରମ ଭଟ୍ଟଙ୍କ ହରର ଫିଲ୍ମରେ ଆହାନ ସେଠୀ…

ମୁମ୍ବାଇ: ନିକଟରେ ବିକ୍ରମ ଭଟ୍ଟଙ୍କ ମୁକ୍ତିଲାଭ କରିଥିବା "ହଣ୍ଟେଡ୍: ଘୋଷ୍ଟସ୍ ଅଫ୍ ଦି ପାଷ୍ଟ" ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା। କେତେକ ଏହାର ଭିଜୁଆଲ୍ସକୁ ସମାଲୋଚନା ମଧ୍ୟ କରିଥିଲେ। ଏହା ସତ୍ତ୍ୱେ ଫିଲ୍ମଟି ବକ୍ସ ଅଫିସରେ୧୬ କୋଟି (ପ୍ରାୟ $1.6 ବିଲିୟନ) ଆୟ କରିଥିଲା। ଫିଲ୍ମର ସଫଳତା…

All Party Meet Viral Moment: ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ, ରାଜନାଥଙ୍କ ପାଦ ଛୁଇଁଲେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଘଟିଥିବା କିଛି ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। NDAରେ ଯୋଗ ଦେବା ଚର୍ଚ୍ଚା ଭିତରେ ଏନସିପି (ଶରଦଚନ୍ଦ୍ର ପାୱାର) ସାଂସଦ ସୁପ୍ରିୟା ସୁଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

କର୍ତ୍ତବ୍ୟରତ ଡାକ୍ତରଙ୍କୁ ଷ୍ଟୁଲ୍‌ ଫୋପାଡ଼ି ଆକ୍ରମଣ

ବରଗଡ଼: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଷ୍ଟୁଲ୍‌ ଫୋପାଡ଼ି ଆକ୍ରମଣ। ଚିକିତ୍ସାରେ ଅବହେଳା ଦର୍ଶାଇ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। ଅଭିଯୁକ୍ତ ଯୁବକକୁ ଅଟକ ରଖି ଟାଉନ ଥାନା ପୋଲିସର ତଦନ୍ତ। ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ…

Parliament Monsoon Session: ମୌସୁମୀ ଅଧିବେଶନରେ ହଙ୍ଗାମା ଆଶଙ୍କା; ୭ ବିଲ୍, ବିରୋଧୀଙ୍କ ରଣନୀତି ଭିତରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ଏବଂ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହେବ। ଅଧିବେଶନ ସମୟରେ କେନ୍ଦ୍ର ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦରେ ଉପସ୍ଥାପନ କରିବେ। ତେବେ ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀଙ୍କ…

ଝାରସୁଗୁଡ଼ା ଏସବିଆଇ ଏଟିଏମରେ ଅଗ୍ନିକାଣ୍ଡ

ଝାରସୁଗୁଡା: ସୋମବାର ସକାଳେ ଝାରସୁଗୁଡାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ,…

ସାଇବର ଠକଙ୍କ ଯୋଜନା ପଣ୍ଡ, ୭ ନକଲି ହୋଟେଲ ୱେବସାଇଟ୍ ବନ୍ଦ କଲା ପୋଲିସ

ଭୁବନେଶ୍ୱର: ସାବାଡ ହେଲେ ସାଇବର ଲୁଟେରା। ରଥଯାତ୍ରାରେ ସାଇବର ଠକଙ୍କୁ ମିଳିଛି ବଡ଼ ଝଟକା। ସାଇବର ଠକଙ୍କ ଯୋଜନା ପଣ୍ଡ କଲା ପୋଲିସ। ୭ ନକଲି ହୋଟେଲ ୱେବସାଇଟ୍ ହେଲା ବନ୍ଦ। ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ସୁଯୋଗ କରି ସକ୍ରିୟ ହୋଇଥିଲେ ସାଇବର ଠକ। ନକଲି ହୋଟେଲ ବୁକିଂ ୱେବସାଇଟ୍…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ନବଦିନାତ୍ମକ ଘୋଷଯାତ୍ରାରେ ଯାଇ ମାଉସୀ ମା ଘରେ ଅଛନ୍ତି ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଏଥିପାଇଁ ଆଜି ଶ୍ରୀକ୍ଷେତ୍ର ପୁରୀରେ ହେବ…

ଭାଙ୍ଗିଲା ମେସୀଙ୍କ ସ୍ୱପ୍ନ; ଫିଫା ବିଶ୍ୱକପ୍‌ ଜିତିଲା ସ୍ପେନ୍

ନ୍ୟୁୟର୍କ: ରବିବାର ମେଟଲାଇଫ୍ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଐତିହାସିକ ଫାଇନାଲରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରି ଫିଫା ବିଶ୍ୱକପ୍ 2026 ଜିତିଛି ସ୍ପେନ। ୟୁରୋପୀୟ ଚାମ୍ପିଅନ୍ ସ୍ପେନ କେବଳ ଫୁଟବଲର ସବୁଠାରୁ ବଡ଼ ପୁରସ୍କାର ଜିତିନାହିଁ ବରଂ ରେକର୍ଡ ଭାଙ୍ଗି ଫିଫା…