Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟା ମଧ୍ୟରେ ଭିଜିବ ଭୁବନେଶ୍ୱର ଓ ପୁରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଏବଂ ପୁରୀରେ ଆଗାମୀ ତିନି ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସଦ୍ୟତମ ଅପଡେଟ୍ ଅନୁଯାୟୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଏବଂ ପୁରୀର କିଛି ସ୍ଥାନରେ ଆଗାମୀ …

ଚୀନରେ ତାଣ୍ଡବ ରଚୁଛି ଟାଇଫୁନ୍ ଡଲଫିନ୍

ନୂଆଦିଲ୍ଲୀ: ଟାଇଫୁନ୍ ଡଲଫିନ୍ ଚୀନ୍‌ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି। ଝଡ଼ର ତୀବ୍ରତାକୁ ଦୃଷ୍ଟିରେ ରଖି, ଚୀନ୍‌ର ଜାତୀୟ ପାଣିପାଗ ବିଭାଗ ରବିବାର ଦିନ ଏକ ରେଡ୍ ଆଲର୍ଟ ଜାରି କରିଛି। ଝଡ଼ ଆସିବା ମାତ୍ରେ ଝେଜିଆଙ୍ଗ ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ଆରମ୍ଭ…

ବିଶ୍ୱର ଟପ୍-୫ ଧନୀ କ୍ରିକେଟର: ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର, ଜାଣନ୍ତୁ ଧୋନୀ ଓ କୋହଲିଙ୍କ ସମ୍ପତ୍ତି କେତେ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ କ୍ରିକେଟ୍ କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ଏକ ବିରାଟ ବ୍ୟବସାୟିକ ପ୍ଲାଟଫର୍ମରେ ପରିଣତ ହୋଇଛି। ଖେଳାଳିମାନେ ଏବେ କେବଳ ମ୍ୟାଚ୍ ଫି ବା ଚୁକ୍ତିବଦ୍ଧ ଦରମା ଉପରେ ନିର୍ଭର ନକରି, ବିଜ୍ଞାପନ ଏବଂ ବିଭିନ୍ନ ବ୍ୟବସାୟିକ ନିବେଶ ମାଧ୍ୟମରେ କୋଟି କୋଟି ଟଙ୍କା…

ସିରାଜଙ୍କ ଲଗାତାର ୩ଟି ଛକା: ୱାର୍ମଅପ ମ୍ୟାଚ୍‌ରେ ଶ୍ରୀଲଙ୍କା-୧୧କୁ ହରାଇଲା ଭାରତ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୱାର୍ମଅପ ମ୍ୟାଚ୍‌ରେ ଶ୍ରୀଲଙ୍କା-୧୧କୁ ୬ ୱିକେଟ୍‌ରେ ପରାସ୍ତ କରିଛି । ଜିତିବା ପାଇଁ ୨୦୭ ରନ୍‌ର ଲକ୍ଷ୍ୟ ପାଇଥିବା ଭାରତୀୟ ଦଳ ଏହାକୁ ସଫଳତାର ସହ ହାସଲ କରିନେଇଥିଲା । ମହମ୍ମଦ ସିରାଜ ଶେଷ ଓଭରରେ ଲଗାତାର…

ଛାତ୍ରଙ୍କ ପ୍ରତି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ; ଦୀକ୍ଷାନ୍ତ ସମାରୋହକୁ ସିଜେଆଇଙ୍କ ଆମନ୍ତ୍ରଣକୁ ବିରୋଧ…

ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଆଇନ ଶିକ୍ଷାନୁଷ୍ଠାନ ହାଇଦ୍ରାବାଦ ସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ'ର ଆଗାମୀ ୨୦୨୬ ସମାବର୍ତ୍ତନ ଉତ୍ସବକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଦୀକ୍ଷାନ୍ତ ସମାରୋହରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ମୁଖ୍ୟ ଅତିଥି…

ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଗ୍ରାମବାସୀ ଆତଙ୍କିତ

ରାଇକିଆ: କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ  ଦବିଗଲା ମାଟି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମରେ ହଠାତ୍‌ ମାଟି ଦବିଯାଇ ୧୦ ଫୁଟରୁ ଉର୍ଦ୍ଧ୍ୱ ଗଭୀର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ସୂଚନାଥାଉକି,…

ପରୀକ୍ଷା ଅନିୟମିତତାକୁ ନେଇ ରାଞ୍ଚିରେ ଛାତ୍ର ଅଶାନ୍ତି: ସରକାର ଦେଲେ ଆଶ୍ୱାସନା, ତଥାପି ଅଟଳ ଆନ୍ଦୋଳନକାରୀ

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ର ଆନ୍ଦୋଳନ ଏବେ ଉଗ୍ର ରୂପ ନେବାରେ ଲାଗିଛି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ…

କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର: ଫେରିବ ଦିନିକିଆ ତ୍ରିପାକ୍ଷିକ ସିରିଜ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦିନିକିଆ ଫର୍ମାଟ୍‌କୁ ଆହୁରି ରୋମାଞ୍ଚକର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇପାରେ । ଆଗାମୀ ୧୨ ରୁ ୧ ୮ ମାସ ମଧ୍ୟରେ ତ୍ରିପାକ୍ଷିକ ସିରିଜ୍ ଆରମ୍ଭ ହୋଇପାରେ ବୋଲି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ସିଇଓ ରିଚାର୍ଡ ଗୋଲ୍ଡ ସଙ୍କେତ…

ଓଡ଼ିଶା ହାଇକୋର୍ଟର ୨ ବିଚାରପତିଙ୍କୁ ବଦଳି ପାଇଁ SC କଲେଜିୟମଙ୍କ ସୁପାରିସ

ଭୁବନେଶ୍ୱର: ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ଦୁଇଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଅଗଷ୍ଟ ୬ ତାରିଖରେ ଅନୁଷ୍ଠିତ କଲେଜିୟମର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଲେଜିୟମ ଜଷ୍ଟିସ ମାନଶ…

ମହାନଦୀରେ ଭାସିଯାଇ ସମୁଦ୍ରରେ ପହଞ୍ଚିଗଲେ ଯୁବକ; ଦେବଦୂତ ସାଜି ଜୀବନ ବଞ୍ଚାଇଲା ପାରାଦୀପ ମେରାଇନ୍ ପୋଲିସ

ପାରାଦୀପ: ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ସମୁଦ୍ରରେ ପହଞ୍ଚିଯାଇଥିବା ଜଣେ ଅଜ୍ଞାତ ଯୁବକଙ୍କୁ ରବିବାର ସକାଳେ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି। ପାରାଦୀପ ସାମୁଦ୍ରିକ ଥାନାର ତତ୍ପରତା ଏବଂ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯୁବକ ଜଣକ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ…