ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
ରିୟାଦ: ଇସଲାମର ପବିତ୍ର ନଗରୀ ମକ୍କା ଇତିହାସରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି କରାଯାଇଛି। ସାଉଦି ଆରବର ନାଗରିକ ପ୍ରତିରକ୍ଷା ଏକ ଜରୁରୀକାଳୀନ ସତର୍କତା ଜାରି କରିଛି।
ଉକ୍ତ ଆଲର୍ଟରେ ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ଯିବାକୁ ଏବଂ ବିପଦ ଦୂର ନହେବା ପର୍ଯ୍ୟନ୍ତ ଝରକା ଏବଂ ଦ୍ୱାରରୁ…