Latest Odisha News

BREAKING NEWS

ଋଷରୁ ତେଲ କିଣିବା ବନ୍ଦ କରିଦେବ କି ଭାରତ; ଟ୍ରମ୍ପଙ୍କ ମନ୍ତବ୍ୟ ମଧ୍ୟରେ ଏମିତି କହିଲା କ୍ରେମଲିନ୍

ନୂଆଦିଲ୍ଲୀ: ସଂପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସହ ଆମେରିକା, ଭାରତ ଉପରୁ ଶୁଳ୍କ ୧୮% ହ୍ରାସ କରିଥିବା ନେଇ ସୂଚନା ମିଳିଛି। ଏନେଇ ମଙ୍ଗଳବାର ଦିନ ଋଷ ଏକ ବିବୃତି ଜାରି କରିଛି। ଯେଉଁଥିରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ…

୯ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ୨ବର୍ଷ ଜେଲ୍‌

ଭୁବନେଶ୍ୱର: ୯ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବରେ ଓଡ଼ିଶାରେ ପ୍ରବେଶ କରିବା ଫଳରେ ଭୁବନେଶ୍ୱରର ଏକ କୋର୍ଟ ସେମାନଙ୍କୁ ଦୁଇ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଅଛନ୍ତି। ତେବେ ସେମାନଙ୍କୁ ଜେଲ ଦଣ୍ଡ ସହିତ …

ଟି୨୦ ବିଶ୍ୱକପ କ୍ରିକେଟ: ଏହି ୫ ଅଲରାଉଣ୍ଡରଙ୍କ ଉପରେ ରହିବ ନଜର

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ୫ ଅଲରାଉଣ୍ଡରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଏହି ଖେଳାଳିମାନେ ଏକାକୀ ମ୍ୟାଚର ଗତିପଥ ବଦଳାଇ ଦେବାର ଦକ୍ଷତା ରଖିଛନ୍ତି । ଆସନ୍ତୁ ଏହି ଅଲରାଉଣ୍ଡରମାନଙ୍କ ଉପରେ ନଜର ପକାଇବ । ଆଫଗାନିସ୍ତାର ରଶିଦ ଖାଁ ଉଭୟ…

ପାକିସ୍ତାନ କ୍ରିକେଟର ସ୍ଥିତି ଖରାପ; T20 World Cup ବଏକଟ ଧମକକୁ ନେଇ ବର୍ଷିଲେ ପୂର୍ବତନ ଖେଳାଳୀ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକର ପାକିସ୍ତାନ କ୍ରିକେଟ ର ସ୍ଥିତି ନେଇ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଆଗାମୀ T20 ବିଶ୍ୱକପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯଦି ମ୍ୟାଚ୍ ନ ହୁଏ, ତେବେ ଏହା ଏକ ବଡ଼ କଥା ହେବ ନାହିଁ କାରଣ…

ଟେଷ୍ଟ କ୍ରିକେଟରେ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: କ୍ରିକେଟର ନିୟମ ପ୍ରସ୍ତୁତ କରୁଥିବା ମେରିଲବୋନ କ୍ରିକେଟ କ୍ଲବ (ଏମସିସି) ଟେଷ୍ଟରେ ଏକ ବଡ ପରିବର୍ତନ କରିଛି । ନୂତନ ନିୟମ ଅନୁସାରେ ଟେଷ୍ଟ ମ୍ୟାଚର ପ୍ରତ୍ୟେକ ଦିବସର ଅନ୍ତିମ ଓଭରରେ ୱିକେଟ ପତନ ହେବା ପରେ ମ୍ୟାଚ ବନ୍ଦ କରାଯାଉଥିଲା । ଏବେ ଏଥିରେ ପରିବର୍ତନ କରାଯାଇ ଓଭର ଶେଷ…

କଲକୀ ୨୮୯୮ ଏଡିର ସୀକ୍ୱେଲରୁ ବାଦ ପଡି ପାରନ୍ତି ଦୀପିକା

ମୁମ୍ବାଇ: କଲକୀ ୨୮୯୮ ଏଡି ଫିଲ୍ମର ସଫଳତା ପରେ ଏହାର ମେକର୍ସ ସୀକ୍ୱେଲ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ ଦୀପିକା ପାଦୁକୋନ ସୁମିତ ଭୂମିକାରେ ଅଭିନୟ କରିଥିଲେ । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ ଦୀପିକା ଏହାର ସୀକ୍ୱେଲର ଅଂଶବିଶେଷ ହେବେନି । ତାଙ୍କ…

ରୂପାର ଗାଈ ଦାନ କଲେ ରାଷ୍ଟ୍ରପତି

ଯାଜପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଜିଲ୍ଲାର ମା ବିରଜା ମନ୍ଦିର ପରିସରରେ ଥିବା ଏକ ପବିତ୍ର ସ୍ଥାନ ନାଭି ଗୟାରେ ମଙ୍ଗଳବାର ଦିନ 'ପିଣ୍ଡା ଦାନ' କରିଛନ୍ତି। ଏହି ଅବସରରେ ସେ ଦକ୍ଷିଣା ସ୍ୱରୂପ ରୂପାର ଗାଈ ଦାନ କରିଛନ୍ତି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ସକାଳ ୯.୫୦ ସମୟରେ…

ଅପରେସନ ଗ୍ରୀନ କ୍ଲିନ୍: ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରି ପୋଡିଲା ଅବକାରୀ ବିଭାଗ

କୋରାପୁଟ: କୋରାପୁଟ ଜିଲ୍ଲା ଅପରେସନ ଗ୍ରୀନ କ୍ଲିନ୍ ଜରିଆରେ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ଅବକାରୀ ଓ ପୋଲିସ ମିଳିତ ଭାବେ ଚଢାଉ କରି ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । କୋରାପୁଟ ଅବକାରୀ ଅଧୀକ୍ଷକ ଅରୁଣ ପାଢ଼ୀ ଏବଂ ବୈପାରିଗୁଡା…

ଲୋକସଭାର ୮ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଲୋକସଭାରେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ଆଠ ଜଣ ବିରୋଧୀ ସାଂସଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ଓମ୍ ବିର୍ଲା ସମଗ୍ର ଅଧିବେଶନ ପାଇଁ ଆଠ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି। ଏହି ସାଂସଦମାନେ…

ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା: ୨୦୧ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ଗଲା ସହାୟତା ରାଶି

ଗଞ୍ଜାମ: ଶୁଭାରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା । ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି । ଏହି ସମୟରେ ବିବାହ ମଣ୍ଡପରେ ପ୍ରାୟ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି । ଏହି ଅବସରରେ କନ୍ୟାଙ୍କ ବ୍ୟାଙ୍କ…