Lashkar Commander Found Dead: ସନ୍ଦେହଜନକ ପରିସ୍ଥିତିରେ ଲସ୍କର କମାଣ୍ଡର ମୃତ୍ୟୁ; ମସଜିଦରେ ଗଲା ପ୍ରାଣ
ନୂଆଦିଲ୍ଲୀ:ପାକିସ୍ତାନର ଇସଲାମାବାଦସ୍ଥିତ ଏକ ମସଜିଦରୁ ଆତଙ୍କବାଦୀ ସଂଗଠନ 'ଲସ୍କର-ଏ-ତୈବା' (Lashkar-e-Taiba)ର ଜଣେ ବରିଷ୍ଠ କମାଣ୍ଡରର ମୃତଦେହ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଛି । କମାଣ୍ଡର କାରୀ ସଇଦ୍ ଅବଦୁଲ୍ ଅଜିଜ୍ କୁବା ମସଜିଦରେ ନମାଜ ପାଠ କରିବା ପୂର୍ବରୁ ଏକ ଅଜ୍ଞାତ…