Latest Odisha News

BREAKING NEWS

ନବୀନ ବନାମ ଧର୍ମେନ୍ଦ୍ର: ‘ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି’ କହିଲେ ଧର୍ମେନ୍ଦ୍ର; ବିଜେଡିର ପାଲଟା ଜବାବ

ସମ୍ବଲପୁର/ଭୁବନେଶ୍ୱର: 'ନିଟ୍' ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ…

୨୦୨୪ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରିବା ପରେ କିପରି ବଦଳିଗଲା ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟର ସମୀକରଣ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷ ବିତିସାରିଥିବା ବେଳେ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତୀୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍‌ଡିଏ ୨୯୩ଟି ଆସନ ସହ ଲଗାତାର ତୃତୀୟ ଥର ସରକାର ଗଠନ…

‘Har Ghar Tiranga’ Campaign: ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ…

ଭୁବନେଶ୍ବର:ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହେବ । ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ…

ପେପର ଲିକ ଓ ବେରୋଜଗାର ପ୍ରସଙ୍ଗ: ସରକାରଙ୍କୁ ଜୋରଦାର ଘେରିଲେ ରାହୁଲ ଗାନ୍ଧୀ

ପ୍ରୟାଗରାଜ: ଆଗାମୀ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ରଣନୀତି ଜୋରଦାର କରାଯାଇଛି। ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ କଂଗ୍ରେସର ବହୁଚର୍ଚ୍ଚିତ 'ଛାତ୍ରୋଁ କୀ ଗୂଞ୍ଜ'…

 ଜାତୀୟ ଜୁନିୟର ପୁରୁଷ ହକି: ମଧ୍ୟପ୍ରଦେଶକୁ ହରାଇ ଚାମ୍ପିୟନ୍ ହେଲା ଓଡ଼ିଶା

ଭୁବନେଶ୍ୱର: ତାମିଲନାଡୁର କୋଏମ୍ବାଟୋର୍‌ରେ ଖେଳାଯାଇଥିବା ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନସିପ୍‌ର ଫାଇନାଲ୍‌ରେ ଓଡ଼ିଶା ହକି ଦଳ ଚାମ୍ପିୟନ୍ ହୋଇଛି । ଶନିବାର ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍‌ରେ ଓଡ଼ିଶା ୨–୧ ଗୋଲ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ମ୍ୟାଚ୍…

ମାତ୍ର ୩ରୁ ୪ ଘଣ୍ଟା ଭିତରେ ମିଳିବ ଏଲପିଜି ସିଲିଣ୍ଡର, ଇଣ୍ଡିଆନ ଅଏଲର ନୂଆ ସେବା ଆରମ୍ଭ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ…

ଅରୁଣାଚଳ ପ୍ରଦେଶ: ଚୀନ୍‌ର ଅପଚେଷ୍ଟାକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର…

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ…

ଦେହ ବ୍ୟବସାୟ ଚାଲିଥିବା ବେଳେ ଚଡ଼ାଉ;୪ଦେହଜୀବୀ ସହ ଗ୍ରାହକ ଗିରଫ

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ରାହାମା ବଜାରରେ ମୁଖ୍ୟ ରାସ୍ତା ସଂଲଗ୍ନ ଏକ ଭଡ଼ାଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ ଚାଲିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଣେ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀ, ଜଣେ…

ବଙ୍ଗୋପସାଗରରେ ଲଘୁଚାପ; ୪ ଜିଲ୍ଲାକୁ ଅରେଞ୍ଜ ଆର୍ଲଟ

ଭୁବନେଶ୍ବର:ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ…

ଆଇପିଏଲ ୨୦୨୭ରୁ ଓହରିପାରନ୍ତି ଅଷ୍ଟ୍ରେଲିଆର ତାରକା ଟେଷ୍ଟ ଖେଳାଳି !

ନୂଆଦିଲ୍ଲୀ: ଆଇପିଏଲ ୨୦୨୭ରେ ଅଷ୍ଟ୍ରେଲିଆର ପ୍ରମୁଖ ଟେଷ୍ଟ ଖେଳାଳିଙ୍କ ଅଂଶଗ୍ରହଣକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଦଳର ମୁଖ୍ୟ କୋଚ୍ ଆଣ୍ଡ୍ର‌୍ୟୁ ମ୍ୟାକଡୋନାଲ୍ଡ ସୂଚନା ଦେଇଛନ୍ତି ଯେ ଆଗାମୀ ୧୨ ମାସ ମଧ୍ୟରେ ଅଷ୍ଟ୍ରେଲିଆକୁ ୨୦ଟି ଟେଷ୍ଟ ସହ ମୋଟ ୩୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ…