India warns Pakistan ‘ଆମ ଘା ଏବେ ବି ଶୁଖିନି’ : ନୂଆ ବର୍ଷରେ ପାକିସ୍ତାନକୁ ଚେତାବନୀ ଦେଲା ଭାରତ
ନୂଆଦିଲ୍ଲୀ:ଆଜି ୨୦୨୫କୁ ବିଦାୟ ଦେଇ ନୂଆବର୍ଷ୨୦୨୬କୁ ସ୍ବାଗତ କରାଯାଉଛି । କିନ୍ତୁ ସେହି ପୁରୁଣା ବର୍ଷରେ କିଛି ଏପରି ଘଟଣା ଘଟିଯାଇଛି ଯାହା ପ୍ରତିଟି ଭାରତୀୟଙ୍କ ମନରୁ ଲିଭିପାରିବନି । ଯାହାର ବଦଲା ଯେତେ ନେଲେ ବି କମ୍ ପଡିବ । ସେଥିମଧ୍ୟରୁ ଏପରି ଏକ ଛାତିଥରା ଘଟଣା ଘଟିଥିଲା ଏପ୍ରିଲ…