Latest Odisha News

BREAKING NEWS

India-US trade deal: ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ପାଇଁ ଝଟକା…ଜାଣନ୍ତୁ ଭାରତ ତୁଳନାରେ କେତେ ଶୁଳ୍କ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି। ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରିଛି। ରାଷ୍ଟ୍ରପତି ଟ୍ରମ୍ପ ନୂତନ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ୟୁକ୍ରେନ-ରୁଷ ଯୁଦ୍ଧ ସମାପ୍ତ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବାର…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଏକ ପେଡ୍ ମା କେ ନାମ୍’ ଅଭିଯାନ ଇହୁଦୀ ପର୍ବ ସହିତ ପାଳିତ, ଲଗାଗଲା ୩୦୦ ଗଛ

ଜେରୁଜେଲମ: ଇସ୍ରାଏଲର ମୋଶାବ ନେଭାତିମରେ ଅତି କମରେ ୩୦୦ ଗଛ ଲଗାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ଏକ ପେଡ୍ ମାଆ କେ ନାମ୍" ପଦକ୍ଷେପକୁ ଇହୂଦୀ ପର୍ବ ତୁ ବିଶ୍ୱତ ସହିତ ମିଶି ଲଗାଯାଇଛି । ତୁ ବିଶ୍ୱତ ହେଉଛି ଇସ୍ରାଏଲରେ ପରିବେଶ ସଚେତନତା ଏବଂ ବୃକ୍ଷରୋପଣ ପାଇଁ ଏକ ବିଶେଷ ଅବସର…

‘ମୁଁ ଆପଣଙ୍କର ପରାମର୍ଶଦାତା ନୁହେଁ’, ରାହୁଲଙ୍କୁ କାହିଁକି ଏମିତି କହିଲେ ଲୋକସଭା ବାଚସ୍ପତି…

ନୂଆଦିଲ୍ଲୀ: ସୋମବାର ଦିନ ଗୃହରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ବାଚସ୍ପତି କହିଥିଲେ ଯେ, ସେ ରାହୁଲଙ୍କର ପରାମର୍ଶଦାତା ନୁହଁନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ଗାନ୍ଧୀ ତାଙ୍କୁ କ'ଣ…

ଆମ ସର୍ତ୍ତ ପୂରଣ କଲେ ପୋଲିସ ଆଗରେ ଆତ୍ମସମର୍ପଣ କରିବୁ, ଓଡ଼ିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖିଲେ..

ରାୟଗଡା: ଆତ୍ମସମର୍ପଣ କରିବା ନେଇ ଓଡିଶା ସରକାର ଓ ଗୃହ ବିଭାଗକୁ ଚିଠି ଲେଖି ୪ଟି ସର୍ତ୍ତ ରଖିଲେ ଟପ ମାଓ ନେତା ନିଖିଲ ଓରଫ୍ ନିରଞ୍ଜନ ରାଉତ ଓ ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା । ସର୍ତ୍ତ ପୂରଣ କଲେ ଓଡ଼ିଶା ପୋଲିସ ପାଖରେ ଆମେ ଆତ୍ମସମର୍ପଣ କରିବୁ ବୋଲି ଲିଖିତ ମାଓପତ୍ର ହସ୍ତଗତ…

୨୮ ଏନ୍‌ଏସି, ୭ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ନୂତନ ଭାବେ ଗଠିତ ପୌର ପରିଷଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ୨୮ ଏନଏସି ଓ ୭ ପୌରପାଳିକାରେ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ଚିଠି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି…

Loknath Pankodhar Ekadashi: ପଙ୍କୋଦ୍ଧାର ଏକାଦଶୀରେ ମଧ୍ୟାହ୍ନ ୧୨ରୁ ସାଧାରଣ ଦର୍ଶନ

ପୁରୀ:ଫେବୃଆରୀ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ ଓ ୧୫ ତାରିଖରେ ଶିବରାତ୍ରି । ଭକ୍ତଙ୍କ ଭିଡରେ କମ୍ପିବ ପ୍ରଭୁ ଶ୍ରୀ ଲୋକନାଥଙ୍କ ପୀଠ । ରବିବାର ଶ୍ରୀଲୋକନାଥଙ୍କ ମହାଶିବରାତ୍ରି ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା । ବିଗତ ବର୍ଷ ତୁଳନାରେ ଚଳିତ…

ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟରେ ସରକାରୀ, ଅର୍ଦ୍ଧ-ସରକାରୀ ଓ ପିଏସୟୁ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି…

ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ

ଭୁବନେଶ୍ୱର: ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛି ଅଲ ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ। ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ୭ ଜୁଲାଇ ୨୦୨୪ରେ ପୁରୀ ରାଜଭବନ ସମ୍ପର୍କିତ ଯେଉଁ ଘଟଣା ବିଷୟରେ ASO ବୈକୁଣ୍ଠ ପ୍ରଧାନଙ୍କ ଦ୍ବାରା ଅଭିଯୋଗ…

ଟାରିଫ ଯୁଦ୍ଧରେ ପଡ଼ିଲା ପୂର୍ଣ୍ଣଛେଦ! ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଖୁସି ଖବର, ଆମେରିକା କମାଇଲା ଶୁଳ୍କ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ନେଇ ଏକ ବଡ଼ ଏବଂ ସକରାତ୍ମକ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ବାଣିଜ୍ୟିକ ଶୁଳ୍କକୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ସୋମବାର ଆମେରିକା…

Minor Minerals: ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବୃଦ୍ଧି କଲେ ସରକାର;କୋଷାଗାରକୁ ଅଧିକ ଅର୍ଥ…

ଭୁବନେଶ୍ବର:ରାଜ୍ୟରେ ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବଢାଇଲେ ସରକାର । ବେଆଇନ ଖଣି ଖନନ ଉପରେ ରୋକ ଏବଂ ରାଜସ୍ୱ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ଓଡିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ ଅନୁଯାୟୀ ୨ ଗୁଣ କରିବାକୁ ସରକାର ପକ୍ଷରୁ ନିଷ୍ପତି ନିଆଯାଇଛି। ନୂଆ ଶୁଳ୍କ ଲାଗୁ ହେବା ପରେ…