ଜମ୍ମୁ-କଶ୍ମୀରରେ ହ୍ରାସ ପାଉଛି ଆତଙ୍କୀ କାର୍ଯ୍ୟକଳାପ, ବର୍ଷକ ମଧ୍ୟରେ କେବଳ ଜଣେ ନୂଆ ଆତଙ୍କବାଦୀ ଚିହ୍ନଟ
ଶ୍ରୀନଗର: ପ୍ରତିରକ୍ଷା ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଜମ୍ମୁ ଏବଂ କଶ୍ମୀରର ବର୍ତ୍ତମାନର ସୁରକ୍ଷା ପରିସ୍ଥିତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଭାରତୀୟ ସେନାର ନିରନ୍ତର ପ୍ରୟାସ ଯୋଗୁଁ, ଜମ୍ମୁ ଏବଂ କାଶ୍ମୀରର ସୁରକ୍ଷା ପରିସ୍ଥିତି ସାମଗ୍ରିକ…