Latest Odisha News

BREAKING NEWS

ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ

କୋଲମ୍ବୋ: କୋଲମ୍ବୋ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଦୃଢ଼ ସ୍ଥିତି ଜାହିର କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ…ଏପଟେ ସାପ କାମୁଡ଼ାରେ ଜଣେ ଚାଷୀ ଆହତ

ଭୁବନେଶ୍ବର:ଜଗତସିଂହପୁରରେ ଅଘଟଣ । ବିଲରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଯୁବ ଚାଷୀଙ୍କ ମୃତ୍ୟୁ । ମୃତ ଦୁଇ ଚାଷୀ ହେଲେ ଜଗତସିଂହପୁର ସଦର ଥାନା ବେନୁଖଣ୍ଡା ଗାଁର ସାଗର ଭୋଇ ଓ ଅଜୟ ସାହୁ। ଉଭୟ ଚାଷୀ ବିଲରେ ଟ୍ରାକ୍ଟରରେ ଚାଷ କରି ଫେରୁଥିବା ବେଳେ ମାଟି ତଳେ…

ନକଲି ପନିର ବିକିଲେ ବ୍ୟବସାୟୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସିଲାଣି ପାର୍ବଣ ଋତୁ। ମିଠା ବଜାରର ଚାହିଦା ମଧ୍ୟ ବଢିଛ, କିନ୍ତୁ ଏହି ସମୟରେ ବଜାରରେ ବିକ୍ରି ହେଉଛି ନକଲି ପନିର ଓ ଛେନା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଖୀ ପୂର୍ଣ୍ଣିମା ପୂର୍ବରୁ…

ଭାରତର ବିଶାଳ ସ୍କୋର, ବିପଦରେ ଶ୍ରୀଲଙ୍କା

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥ୍‌ିତିରେ ରହିଛି । ୯ ୱିକେଟ ବିନିମୟରେ ୫୦୩ ରନ କରିବା ପରେ ଟିମ ଇଣ୍ଡିଆ ଇନିଂସ ଘୋଷଣା କରିଥିଲା ।  ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ମାତ୍ର ୮ ରନ୍‌ରେ ୨ଟି ୱିକେଟ୍ ହରାଇ…

କଲମ୍ବୋରେ ଯନ୍ତ୍ରଣାକୁ ହରାଇ ଭାଙ୍ଗିଲେ ଧୋନିଙ୍କ ରେକର୍ଡ, ବିଶ୍ୱ ନଂ୧ ହେବାଠାରୁ ଅଳ୍ପ ଦୂର

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଏବେ ବିଶ୍ୱର ଏକ ନମ୍ବର ୱିକେଟକିପର ବ୍ୟାଟ୍ସମ୍ୟାନ ହେବାର ନିକଟତର ହୋଇଛନ୍ତି ।  ମ୍ୟାଚର ପ୍ରଥମ ଦିନ ଏବଂ ଦ୍ୱିତୀୟ ଦିନରେ କାନ୍ଧରେ ଆଘାତ…

ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’;ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର ବିଶ୍ୱାସର କାହାଣୀକୁ ନେଇ…

ଭୁବନେଶ୍ବର:ପରଦାକୁ ଆସୁଛି ଓଡ଼ିଆ ନୂଆ ଫିଲ୍ମ ‘ମୋହନ ଗିରି’। ପୁନର୍ଜନ୍ମର କାହାଣୀ ସହ ପ୍ରେମ, ପରମ୍ପରା, ରହସ୍ୟ ରହିଛି ଏହି ଫିଲ୍ମରେ । ଏହି ଗଣେଶ ପୂଜାରେ ଫିଲ୍ମଟି ମୁକ୍ତିଲାଭ କରିବ । ଫିଲ୍ମ ରିଲିଜ ପୂର୍ବରୁ ଅଡିଓ ଓ ଟ୍ରେଲର ରିଲିଜ ହୋଇଯାଇଛି । ଆଦିବାସୀ ଜନଜାତିଙ୍କର ପୂର୍ବଜନ୍ମର…

ଶ୍ରୀଲଙ୍କାରେ ଦି-ଦେବ ଶୋ: ସାଇ ସୁଦର୍ଶନଙ୍କ ପାଇଁ ଟିମ୍‌ ଇଣ୍ଡିଆକୁ ଫେରିବା ହୋଇ ପାରେ କଷ୍ଟ କର !

କଲମ୍ବୋ: ଭାରତୀୟ ଟେଷ୍ଟ କ୍ରିକେଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ପ୍ରତିଯୋଗିତା ଏବେ ବେଶ୍ ତୀବ୍ର ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍‌ରେ ଭାରତୀୟ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକ୍କଲଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ତିନି ନମ୍ବର…

ଯଶସ୍ୱୀ ଜୈସୱାଲ,ଫର୍ନାଣ୍ଡୋଙ୍କୁ ଜରିମାନା

ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ମଧ୍ୟରେ ଯୁକ୍ତିତର୍କ ପାଇଁ ଭାରତୀୟ ବ୍ୟାଟର ଯଶସ୍ୱୀ ଜୈସୱାଲ ଏବଂ ଶ୍ରୀଲଙ୍କା ଦ୍ରୁତ ବୋଲର ଅସିଥା ଫର୍ନାଣ୍ଡୋଙ୍କୁ ଜରିମାନା କରିଛି । ଉଭୟ ଖେଳାଳିଙ୍କ ମ୍ୟାଚ୍ ଫି’ର ୨୫% କାଟ କରାଯାଇଛି ।…

ଏମିତିବି ଆସେ ମୃତ୍ୟୁ! ଡ୍ରଗ୍ସକୁ ବାରଣ କରିବାରୁ ପୁରା ପରିବାରକୁ ହତ୍ୟା, ୨ ନିଶାଡି ଗିରଫ

ଢାକା: ବାଂଲାଦେଶର ରଙ୍ଗପୁର ସହରରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଦୁଇମହଲା ଘର ଭିତରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଓ ପୁଅଙ୍କ ଗଳିତ ମୃତଦେହ ପୁଲିସ ଉଦ୍ଧାର କରିଛି ହେଲେ ଏହା ଆତ୍ମହତ୍ୟା ନୁହେଁ ବରଂ ଥିଲା ହତ୍ୟା।…

Onion Prices Rise: ଚିନି ପରେ ଏବେ ପିଆଜ ଦରରେ ନିଆଁ! ୩୦ ଦିନରେ ୧୯% ବଢ଼ିଲା ଦାମ, କିଲୋ ୬୫ ଛୁଇଁଲା!

ନୂଆଦିଲ୍ଲୀ/ଭୁବନେଶ୍ବର: ଚିନି ଦର ବୃଦ୍ଧି ପରେ ଏବେ ରୋଷେଇ ଘରକୁ ଆଉ ଏକ ଝଟକା ଦେଇଛି ପିଆଜ। ଦେଶର ବିଭିନ୍ନ ସହରରେ ପିଆଜ ଦର ଦ୍ରୁତ ଗତିରେ ବଢ଼ିଛି। ଗତ ମାସକ ମଧ୍ୟରେ ପିଆଜ ଦର ପ୍ରାୟ ୧୯ ପ୍ରତିଶତ ବଢ଼ିଥିବା ବେଳେ, ବର୍ତ୍ତମାନ ହାରାହାରି ଦର କିଲୋପ୍ରତି ପ୍ରାୟ ୪୫ ଟଙ୍କାରେ ପହଞ୍ଚିଛି।…