H1N1 Cases: ଡରାଉଛି ସ୍ୱାଇନ୍ ଫ୍ଲୁ, H1N1 ମାମଲା ବଢ଼ିବା ପରେ ରାଜଧାନୀରେ ହାଇଆଲର୍ଟ
ନୂଆଦି୍ଲୀ: ଏବେ ଚିନ୍ତା ବଢାଇଲାଣି ସ୍ୱାଇନ୍ ଫ୍ଲୁ। ଜାତୀୟ ରାଜଧାନୀ ଦିଲ୍ଲୀରେ H1N1 (ସ୍ୱାଇନ୍ ଫ୍ଲୁ)ର କ୍ରମାଗତ ବୃଦ୍ଧି ପାଉଛି। ଚଳିତ ବର୍ଷ ଏଯାଏ ୨,୩୯୨ଟି ଇନ୍ଫ୍ଲୁଏଞ୍ଜା-A ମାମଲା ରିପୋର୍ଟ ହୋଇଥିବା ବେଳେ, ସେଥିରୁ ୧,୭୭୭ଟି H1N1 ମାମଲା ରହିଛି। H1N1 ମାମଲା ବୃଦ୍ଧି ପରେ ଦିଲ୍ଲୀ…