୧୦ ବର୍ଷ ପରେ ଏମଆଇର ଘରୋଇ ପିଚରେ ବିଜୟୀ ହେଲା ଆରସିବି
ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚ ଆଇପିଏଲ ୨୦୨୫ର ୨୦ ନମ୍ବର ମ୍ୟାଚ ଥିଲା ଏବଂ ଏପ୍ରିଲ ୭ ତାରିଖ ସୋମବାର ଦିନ ଖେଳା ଯାଇଥିଲା। ଶେଷ ଓଭର…